ETV Bharat / city

ଓଡିଶା ଗସ୍ତରେ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର, ନେତା ଓ କର୍ମୀଙ୍କ ସହ କରିବେ ଆଲୋଚନା

author img

By

Published : Aug 30, 2021, 10:41 PM IST

ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ତାରିଖରେ ଦଳର ନେତା ଓ କର୍ମୀଙ୍କୁ ନେଇ କଂଗ୍ରେସ ଭବନଠାରେ ଦୁଇଦିନିଆ ଓରିଏଣ୍ଟେସନ କାର୍ଯ୍ୟକ୍ରମର ଆଲୋଚନା କରି ସେପ୍ଟେମ୍ବର ୧୬ରୁ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରି କଂଗ୍ରେସ କର୍ମୀଙ୍କ ସହ କରିବେ ଆଲୋଚନା । ଅଧିକ ପଢନ୍ତୁ...

ଓଡିଶା ଗସ୍ତରେ କଂଗ୍ରେସ ପ୍ରଭାରୀ ଚେଲ୍ଲା, ନେତା ଓ କର୍ମୀଙ୍କ ସହ କରିବେ ଆଲୋଚନା

ଭୁବନେଶ୍ବର: ଓଡିଶା ଗସ୍ତରେ ଆସିଛନ୍ତି କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର । ଏନେଇ ରାଜ୍ୟ କଂଗ୍ରେସ ପକ୍ଷରୁ ଆସନ୍ତା ୩୧ ଓ ୧ ତାରିଖରେ ଦଳର ନେତା ଓ କର୍ମୀଙ୍କୁ ନେଇ କଂଗ୍ରେସ ଭବନଠାରେ ଦୁଇଦିନିଆ ଓରିଏଣ୍ଟେସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆଉ ଏହି କାର୍ଯ୍ୟକ୍ରମକୁ ନିଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଏ. ଚେଲା କୁମାର ଉଦ୍‌ଘାଟନ କରିବା ସହ ଏହି କାର୍ଯ୍ୟକ୍ରମ ଗସ୍ତ ନେଇ ସୂଚନା ଦେଇଛନ୍ତି ।

ତେବେ ସେପ୍ଟେମ୍ବର 16ରୁ ରାଜ୍ୟ ପରିକ୍ରମା କରିବେ ରାଜ୍ୟ କଂଗ୍ରେସ ପ୍ରଭାରୀ ଡ଼ ଚେଲ୍ଲା କୁମାର । ପ୍ରଥମେ 16ରୁ ନୂଆପଡା ଜିଲ୍ଲାରୁ ଆରମ୍ଭ ହେବ ଏହି କାର୍ଯ୍ୟକ୍ରମ । ପ୍ରତ୍ୟେକ ଜିଲ୍ଲାର ଜିଲ୍ଲା କମିଟି,ବ୍ଲକ କମିଟି ଏବଂ ପଞ୍ଚାୟତ କମିଟିର ନେତା କର୍ମୀଙ୍କ ସହ ବୈଠକ ମାଧ୍ୟମରେ ଆଲୋଚନା କରିବେ । ସେପଟେ ତାରା ଓ ନିରଞ୍ଜନଙ୍କ ବିବାଦର ଆପୋଷ ସମାଧାନ ହୋଇସାରିଛି, ଆଉ ଏନେଇ ସାଂସଦ ସପ୍ତଗିରି ଉଲାକାଙ୍କ ଘରେ ବସି ସମାଧାନ ଦେଇଥିବା ନେଇ ସୂଚନା ମିଳିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.