ETV Bharat / city

Covid ମୃତକଙ୍କ ପରିବାରକୁ ୪ ଲକ୍ଷ କ୍ଷତିପୂରଣ ଦାବି କଲା Congress - ଓଡିଶା କଂଗ୍ରେସ ସାମ୍ବାଦିକ ସମ୍ମିଳନୀ

କୋଭିଡରେ ମୃତକଙ୍କ ପରିବାରକୁ 4 ଲକ୍ଷ ଟଙ୍କା କ୍ଷତିପୂରଣ(Covid Compensation Demand) ଦେବାକୁ କଂଗ୍ରେସର ଦାବି । ସାମ୍ବାଦିକ ସମ୍ମିଳନୀ(Congress Press Meet) କରି ଦୃଷ୍ଟି ଆକର୍ଷଣ କଲା ଦଳ । ଅଧିକ ପଢନ୍ତୁ

Covid Compensation Demand: କୋଭିଡ ମୃତକଙ୍କ ପରିବାରକୁ ୪ ଲକ୍ଷ କ୍ଷତିପୂରଣ ଦାବି

author img

By

Published : Nov 28, 2021, 1:50 PM IST

ଭୁବନେଶ୍ବର: କୋଭିଡରେ ମୃତକଙ୍କ ପରିବାରକୁ 4 ଲକ୍ଷ ଟଙ୍କା କ୍ଷତିପୂରଣ(Covid Compensation Demand) ଦେବାକୁ କଂଗ୍ରେସର ଦାବି । ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏଥିପାଇଁ କ୍ୟାମ୍ପେନ କରିଛି ଦଳ । ରାଜ୍ୟରେ ମଧ୍ୟ ଏହି ଦାବି ଉପସ୍ଥାପନ କରିଛି ରାଜ୍ୟ କଂଗ୍ରେସ ।

Covid Compensation Demand: କୋଭିଡ ମୃତକଙ୍କ ପରିବାରକୁ ୪ ଲକ୍ଷ କ୍ଷତିପୂରଣ ଦାବି

କଂଗ୍ରେସ ଏନେଇ ସାମ୍ବାଦିକ ସମ୍ମିଳନୀ(Congress Press Meet) କରି ରାଜ୍ୟ ସରକାରଙ୍କୁ ଅନୁରୋଧ ସର୍ଭେ କରି ସଠିକ ସଂଖ୍ୟା ସମ୍ନାକୁ ଅଣିବାକୁ ଦାବି କରିଛି । କୋଭିଡ ବେଳେ ଗୁଜୁରାଟ ମଡେଲ ଏକ୍ସପୋଜ ହେଲା । କୋଭିଡ ସମୟରେ ପ୍ରାୟ 3 ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି । ହେଲେ କୌଣସି ସ୍ଥାନରେ କେନ୍ଦ୍ର ସରକାର ସାହାଯ୍ୟ କଲେ ନାହିଁ । ପରେ ସୁପ୍ରିମକୋର୍ଟଙ୍କ ଛାଟ ପରେ କେନ୍ଦ୍ର ସରକାର 50 ହଜାର ଟଙ୍କା ଲେଖାଏଁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଲେ । 50 ହଜାର ଟଙ୍କା ଯଥେଷ୍ଟ ନୁହେଁ । ତେଣୁ 4 ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ ବୋଲି କଂଗ୍ରେସ ଦାବି କରିଛି । ସେହିଭଳି 18 ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କୁ ଶୀଘ୍ର ଟୀକାକରଣ କରିବାକୁ ଦାବି କରିଛି ଦଳ । ରବିବାର ଭୁବନେଶ୍ୱର କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏପରି ଅନୁରୋଧ କରିଛି କଂଗ୍ରେସ ।

ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.