ETV Bharat / city

ଧର୍ମଶାଳା ଭିଏଲଡବ୍ଲୁ ମୃତ୍ୟୁ ଘଟଣା, କଂଗ୍ରେସର ସିବିଆଇ ତଦନ୍ତ ଦାବି

author img

By

Published : Oct 18, 2019, 1:30 PM IST

ଯାଜପୁର ହରିଦାସପୁର ପଞ୍ଚାୟତର ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ମାମଲା । ସିବିଆଇ ତଦନ୍ତ କରିବାକୁ କଂଗ୍ରେସର ଦାବି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ଵାଳ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ କରିବାକୁ କଂଗ୍ରେସର ଦାବି । ଏଥି ସହିତ ଜାତୀୟ ମାନବାଧିକାର କମିସନ ଓ ରାଜ୍ୟ ମାନବାଧିକାର କମିସନ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ କରନ୍ତୁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

ସେହିପରି ରାଜ୍ୟ ସରକାର ସିବିଆଇକୁ ତଦନ୍ତ ଭାର ଦେବାରେ ବିଳମ୍ବ କଲେ ସ୍ଥାନୀୟ ପୋଲିସ ତଥ୍ୟ ପ୍ରମାଣ ନଷ୍ଟ କରିବ । ତେଣୁ ଶୀଘ୍ର ସିବିଆଇକୁ ତଦନ୍ତ ଭାର ଦିଆଯାଉ ବୋଲି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ଘଟଣାକୁ ନାଟକୀୟ ରଙ୍ଗ ଦିଆଯାଉଛି। ଏହାକୁ ଆତ୍ମହତ୍ୟାର ରୂପ ଦିଆଯାଇଛି। ଏଥି ସହିତ ଘଟଣାରେ ଶାସକ ଦଳର ସମ୍ପୃକ୍ତ ଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ନେତ୍ରୀ ସ୍ମୃତିରେଖା ପହି। ସରକାର ଉପଯୁକ୍ତ ପଦକ୍ଷେପ ନ ନେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତର ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ବାଳଙ୍କ ବୁଧବାର ସନ୍ଦେହ ଜନକ ମୃତ୍ୟୁ ଘଟିଥିଲା।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ପିଇଓ ସ୍ମିତାରାଣୀ ବିଶ୍ଵାଳ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି କଲା କଂଗ୍ରେସ। ଜାତୀୟ ମାନବାଧିକାର କମିସନ ଓ ରାଜ୍ୟ ମାନବାଧିକାର କମିଶନଙ୍କୁ ଅନୁରୋଧ ନିଜେ କମିଶନ ନିଜ ଆଡୁ ମାମାଲା ରୁଜୁ କରି ତଦନ୍ତ କରନ୍ତୁ। ରାଜ୍ୟ ସରକାର ସିବିଆଇକୁ ତଦନ୍ତ ଭାର ଦେବାରେ ବିଳମ୍ବ କଲେ ସ୍ଥାନୀୟ ପୋଲିସ ତଥ୍ୟ ପ୍ରମାଣ ନଷ୍ଟ କରିବ। ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ବାଢ଼ିଲେ କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ।
ଏହି ଘଟଣାକୁ ନାଟକୀୟ ଢଙ୍ଗ ଦିଆଯାଉଛି।
ସରକାର ଏହାକୁ ଆତ୍ମହତ୍ୟାର ରୂପ ଦେଇଛନ୍ତି। ସରକାର ଉପଯୁକ୍ତ ପଦକ୍ଷେପ ନ ନେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ। ଏହି ଘଟଣାରେ ଶାସକ ଦଳ ସମ୍ପୃକ୍ତ। କଂଗ୍ରେସ ନେତ୍ରୀ ସ୍ମୃତିରେଖା ପହି ରଖିଲେ ସାମ୍ବାଦିକ ସମ୍ମିଳନୀରେ ମତ। ସ୍ଥାନୀୟ ବିଧାୟକ, ସାଂସଦ, ବିଭାଗୀୟ ମନ୍ତ୍ରୀ, ସଚିବ କାହିଁକି ମୁହଁ ଖୋଲୁ ନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି ସତ୍ୟ ନାୟକ। ବିଧାୟକଙ୍କ ପାଇଁ ବିଜେପୁର ଉପନିର୍ବାଚନ ଗୁରୁତ୍ତ୍ୱପୂର୍ଣ୍ଣ ହେଲେ ଘଟଣା ନୁହେଁ ବୋଲି ସେ କହିଛନ୍ତି।Body:ବାଇଟ ସତ୍ୟପ୍ରକାଶ ନାୟକ, କଂଗ୍ରେସ ନେତା
ବାଇଟ ସ୍ମୃତିରେଖା ପୋହି, କଂଗ୍ରେସ ନେତ୍ରୀConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.