ETV Bharat / city

ଆଦର୍ଶ ବିଦ୍ୟାଳୟରେ ପଢାଯିବ କମର୍ସ - ନୂଆ କମର୍ସ ଷ୍ଟ୍ରିମ୍

୨୦୨୧-୨୨ ଶିକ୍ଷାବର୍ଷରୁ 30 ଆଦର୍ଶ ବିଦ୍ୟାଳୟରେ ଖୋଲିବ ନୂଆ କମର୍ସ ଷ୍ଟ୍ରିମ୍ । ଏ ନେଇ ୬୦ଟି PGT ପଦବୀକୁ ମଞ୍ଜୁରି ଦେଲେ ସରକାର । ଅଧିକ ପଢନ୍ତୁ...

ଆଦର୍ଶ ବିଦ୍ୟାଳୟରେ ପଢାଯିବ କମର୍ସ
ଆଦର୍ଶ ବିଦ୍ୟାଳୟରେ ପଢାଯିବ କମର୍ସ
author img

By

Published : Jan 16, 2021, 12:22 PM IST

Updated : Jan 16, 2021, 1:24 PM IST

ଭୁବନେଶ୍ବର: ୨୦୨୧-୨୨ ଶିକ୍ଷାବର୍ଷରୁ ଆଦର୍ଶ ବିଦ୍ୟାଳୟରେ ଖୋଲିବ ନୂଆ କମର୍ସ ଷ୍ଟ୍ରିମ୍ । ଏ ନେଇ ୬୦ଟି PGT ପଦବୀକୁ ମଞ୍ଜୁରି ଦେଲେ ସରକାର ।

ଆଦର୍ଶ ବିଦ୍ୟାଳୟରେ ପଢାଯିବ କମର୍ସ
ଆଦର୍ଶ ବିଦ୍ୟାଳୟରେ ପଢାଯିବ କମର୍ସ
ଆଦର୍ଶ ବିଦ୍ୟାଳୟରେ ପଢାଯିବ କମର୍ସ

ତେବେ ରାଜ୍ୟର ୩୦ଟି ଆଦର୍ଶ ବିଦ୍ୟାଳୟରେ କମର୍ସ ଷ୍ଟ୍ରିମ୍ ଖୋଲିବା ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Jan 16, 2021, 1:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.