ଭୁବନେଶ୍ବର: ରାଜ୍ୟରେ ଅସହ୍ୟ ହେଉଛି ଗ୍ରୀଷ୍ମର ପ୍ରଭାବ । ଅଙ୍ଗନବାଡି, ସ୍କୁଲ ବନ୍ଦ ପରେ ଏବେ ଖରା ଯୋଗୁଁ କଲେଜ, ୟୁନିଭର୍ସିଟି କ୍ଲାସ ବନ୍ଦ ରହିବ । ଆସନ୍ତାକାଲି ଠାରୁ ମେ 2 ତାରିଖ ପର୍ଯ୍ୟନ୍ତ ମହାବିଦ୍ୟାଳୟ ଓ ୟୁନିଭର୍ସିଟି କ୍ଳାସ ରୁମ ପାଠପଢ଼ା ବନ୍ଦ ରହିବ ।
-
In view of the prevailing heat wave condition in Odisha, classroom teaching (UG & PG) in all HEIs - coming under HED - shall remain suspended from 27.04.2022 to 02.05.2022.
— ଉଚ୍ଚଶିକ୍ଷା ବିଭାଗ, ଓଡିଶା ସରକାର 🇮🇳 (@DHE_Odisha) April 26, 2022 " class="align-text-top noRightClick twitterSection" data="
">In view of the prevailing heat wave condition in Odisha, classroom teaching (UG & PG) in all HEIs - coming under HED - shall remain suspended from 27.04.2022 to 02.05.2022.
— ଉଚ୍ଚଶିକ୍ଷା ବିଭାଗ, ଓଡିଶା ସରକାର 🇮🇳 (@DHE_Odisha) April 26, 2022In view of the prevailing heat wave condition in Odisha, classroom teaching (UG & PG) in all HEIs - coming under HED - shall remain suspended from 27.04.2022 to 02.05.2022.
— ଉଚ୍ଚଶିକ୍ଷା ବିଭାଗ, ଓଡିଶା ସରକାର 🇮🇳 (@DHE_Odisha) April 26, 2022
ଏହା ମଧ୍ୟ ପଢନ୍ତ:-ଗ୍ରୀଷ୍ମ ପ୍ରବାହ, ଆଜିଠୁ ୫ଦିନ ଅଙ୍ଗନବାଡି ଛୁଟି
ପ୍ରବଳ ଗ୍ରୀଷ୍ମପ୍ରବାହ ଦୃଷ୍ଟିରୁ ରଖି କାଲିଠାରୁ ୟୁଜି ଏବଂ ପିଜି କ୍ଲାସ ବନ୍ଦ କରାଯାଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । କିନ୍ତୁ ପରୀକ୍ଷା, ରିସର୍ଚ୍ଚ ଆଦି ଚାଲୁ ରହିବ। ଗତକାଲି ରାଜ୍ୟର ସ୍କୁଲ ଗୁଡିକୁ ୫ ଦିନ ପାଇଁ ବନ୍ଦ ନିଷ୍ପତ୍ତି ନିଆଯାଇଥିଲା । ଆଜିଠୁ ଅଙ୍ଗନବାଡି ମଧ୍ୟ ୫ଦିନ ପାଇଁ ବନ୍ଦ ନିଷ୍ପତ୍ତି ନିଆଯାଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ