ETV Bharat / city

ସମସ୍ତ ବିରୋଧୀଙ୍କୁ ସାଥିରେ ନେଇ ମୁଖ୍ୟମନ୍ତ୍ରୀ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରନ୍ତୁ: ପଞ୍ଚାନନ କାନୁନଗୋ - Bande Utkal Janani

ମୁଖ୍ୟମନ୍ତ୍ରଙ୍କ ଆହ୍ବାନକୁ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ସମର୍ଥନ ଜଣାଇବା ସହ ମୁଖ୍ୟମନ୍ତ୍ରୀ ପ୍ରଥମେ ଗାଆନ୍ତୁ ବୋଲି ଦାବି କରିଛନ୍ତି । ଅଧିକ ପଢ଼ନ୍ତୁ...

cm-naveen-should-sing-bande-utkal-janani-with-all-the-oppositions-leader-panchanan-kanungo
ସମସ୍ତ ବିରୋଧୀଙ୍କୁ ସାଥିରେ ନେଇ ମୁଖ୍ୟମନ୍ତ୍ରୀ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରନ୍ତୁ: ପଞ୍ଚାନନ କାନୁନଗୋ
author img

By

Published : May 29, 2020, 10:12 PM IST

ଭୁବନେଶ୍ବର: କୋରୋନା ଯୋଦ୍ଧାଙ୍କ ସମାନାର୍ଥେ ସାରା ରାଜ୍ୟ ‘ବନ୍ଦେ ଉତ୍କଳ ଜନନୀ’ ଗାଇବ । ଶନିବାର ସନ୍ଧ୍ୟା 5.30ରେ ସାମାଜିକ ଦୂରତାକୁ ମାନି ଏକା ସ୍ବରରେ ଗାଁରୁ ସହର ସମସ୍ତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରଙ୍କ ଏହି ଆହ୍ବାନକୁ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ସମର୍ଥନ ଜଣାଇବା ସହ ମୁଖ୍ୟମନ୍ତ୍ରୀ ପ୍ରଥମେ ଗାଆନ୍ତୁ ବୋଲି ଦାବି କରିଛନ୍ତି ।

ସମସ୍ତ ବିରୋଧୀଙ୍କୁ ସାଥିରେ ନେଇ ମୁଖ୍ୟମନ୍ତ୍ରୀ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରନ୍ତୁ: ପଞ୍ଚାନନ କାନୁନଗୋ

ପଞ୍ଚାନନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନ କିମ୍ବା ବିଧାନସଭା ସମ୍ମୁଖରେ ସାମାଜିକ ଦୂରତାକୁ ପାଳନ କରି ‘ବନ୍ଦେ ଉତ୍କଳ ଜନନୀ’ ପ୍ରଥମେ ଗାନ କରନ୍ତୁ । ତେବେ କେବଳ ସେ ନୂହଁନ୍ତି ସମସ୍ତ ବିରୋଧୀଙ୍କ ସାଥିରେ ଧରି ଗାଅନ୍ତୁ ବୋଲି ପଞ୍ଚାନନ ଦାବି କରିଛନ୍ତି । ଏହା ଦ୍ବାରା ସାରା ବିଶ୍ବ ଓଡିଶାବାସୀଙ୍କ ଏକତା ଦେଖିବା ବୋଲି ପଞ୍ଚାନନ ଆଶା ବ୍ୟକ୍ତ କରିଛନ୍ତି । ତେବେ ପଞ୍ଚାନନଙ୍କ ଆଶା ଶନିବାର ମୁଖ୍ୟମନ୍ତ୍ରୀ ସମସ୍ତ ବିରୋଧୀଙ୍କ ସାଙ୍ଗରେ ଧରି ସମାଜିକ ଦୂରତା ମାନି ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବେ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.