ETV Bharat / city

ଯୁକ୍ତ ଦୁଇ ପରୀକ୍ଷା ବାତିଲ ପ୍ରସଙ୍ଗ, 15 ଦିନ ମଧ୍ୟରେ ଗଠନ ହେବ ବିଶେଷଜ୍ଞ କମିଟି - 15 ଦିନ ମଧ୍ୟରେ ଗଠନ ହେବ ବିଶେଷଜ୍ଞ କମିଟ

ଯୁକ୍ତ ଦୁଇ ପରୀକ୍ଷା ବାତିଲ ପରେ ମାର୍କ ଅପଲୋଡକୁ ନେଇ ତତ୍ପର ହେଲେ ରାଜ୍ୟ ସରକାର । 15 ଦିନ ମଧ୍ୟରେ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ଯୁକ୍ତ ଦୁଇ ପରୀକ୍ଷା ବାତିଲ ପ୍ରସଙ୍ଗ, 15 ଦିନ ମଧ୍ୟରେ ଗଠନ ହେବ ବିଶେଷଜ୍ଞ କମିଟ

author img

By

Published : Jun 5, 2021, 11:28 AM IST

Updated : Jun 5, 2021, 11:45 AM IST

ଭୁବନେଶ୍ବର: ଯୁକ୍ତ ଦୁଇ ପରୀକ୍ଷା ବାତିଲ ହେବା ପରେ 15 ଦିନ ମଧ୍ୟରେ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ନିର୍ଦ୍ଦେଶ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏହି ଟିମ୍ ଗଠନ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ।

ଯୁକ୍ତ ଦୁଇ ପରୀକ୍ଷା ବାତିଲ ପ୍ରସଙ୍ଗ, 15 ଦିନ ମଧ୍ୟରେ ଗଠନ ହେବ ବିଶେଷଜ୍ଞ କମିଟି
ସିବିଏସଇ ମେଥର୍ଡକୁ ଅନୁଧ୍ୟାନ କରି କମିଟ ସଦସ୍ୟମାନେ ତର୍ଜମା କରିବେ । ପରେ କେଉଁ ଆଧାରରେ ମାର୍କ ଦିଆଯିବ ସେନେଇ ନିଷ୍ପତ୍ତି ହେବ । ଡେଡ଼ ଲାଇନ ଅନୁସାରେ ଫଳ ପ୍ରକାଶ କରାଯିବ । ସିବିଏସଇ ଓ ଆଇସିଏସଇ ରେଜଲ୍ଟ ଯେଉଁ ସମୟରେ ବାହାରିବ ଆମେ ମଧ୍ୟ ସେହି ସମୟରେ ରେଜଲ୍ଟ ପ୍ରକାଶ କରିବୁ । ରାଜ୍ୟର ଛାତ୍ର ଛାତ୍ରୀମାନେ ଯେମିତି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ଗୁରୁତ୍ୱ ଦିଆଯିବ । କମିଟରେ କିଏ ରହିବ ସେନେଇ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାସ । ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jun 5, 2021, 11:45 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.