ETV Bharat / city

ରାଜ୍ୟବାସୀଙ୍କୁ ନିଳାଦ୍ରୀ ବିଜେର ଶୁଭେଚ୍ଛା ଦେଲେ ମୁଖ୍ୟମନ୍ତ୍ରୀ - ନିଳାଦ୍ରୀ ବିଜେ ଶୁଭେଚ୍ଛା

ଗୋଟି ପହଣ୍ଡିରେ ରତ୍ନବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ନିଳାଦ୍ରୀ ବିଜେ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଦେଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

ରାଜ୍ୟବାସୀଙ୍କୁ ନିଳାଦ୍ରୀ ବିଜେର ଶୁଭେଚ୍ଛା ଦେଲେ ମୁଖ୍ୟମନ୍ତ୍ରୀ

author img

By

Published : Jul 23, 2021, 10:49 PM IST

ଭୁବନେଶ୍ବର: ଆଜି ନିଳାଦ୍ରୀ ବିଜେ । ରଥଯାତ୍ରାର ଶେଷ ପର୍ବ । ଗୋଟି ପହଣ୍ଡିରେ ରତ୍ନବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀମନ୍ଦିରକୁ ଯିବା ସମୟରେ ମହାପ୍ରଭୁ ଅଭିମାନୀ ମହାଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିଛନ୍ତି । ଏହି ଅବସରରେ ରାଜ୍ୟବାସୀଙ୍କୁ ନିଳାଦ୍ରୀ ବିଜେର ଶୁଭେଚ୍ଛା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

  • ମହାପ୍ରଭୁ ନଅ ଦିନର ଲୀଳା ସାରି ଶ୍ରୀମନ୍ଦିରକୁ ପ୍ରବେଶ ପୂର୍ବରୁ ମା' ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିଛନ୍ତି। ଜଗନ୍ନାଥ ସଂସ୍କୃତିରେ ରସଗୋଲାର ସ୍ଥାନ ସ୍ୱତନ୍ତ୍ର। ମହାପ୍ରଭୁଙ୍କ ମାନବୀୟ ଲୀଳାର ଏହା ଅନ୍ୟତମ ପରିଚୟ। ଜୟ ଜଗନ୍ନାଥ। 🙏 #RasagolaDibasa pic.twitter.com/svG7nSQRPf

    — Naveen Patnaik (@Naveen_Odisha) July 23, 2021 " class="align-text-top noRightClick twitterSection" data=" ">

ମହାପ୍ରଭୁ ନଅ ଦିନର ଲୀଳା ସାରି ଶ୍ରୀମନ୍ଦିରକୁ ପ୍ରବେଶ ପୂର୍ବରୁ ମା' ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିଛନ୍ତି । ଜଗନ୍ନାଥ ସଂସ୍କୃତିରେ ରସଗୋଲାର ସ୍ଥାନ ସ୍ୱତନ୍ତ୍ର । ମହାପ୍ରଭୁଙ୍କ ମାନବୀୟ ଲୀଳାର ଏହା ଅନ୍ୟତମ ପରିଚୟ ବୋଲି ଟ୍ବିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.