ETV Bharat / city

ରାଜ୍ୟବାସୀଙ୍କୁ ନବୀନ ଓ ଧର୍ମେନ୍ଦ୍ରଙ୍କ ହୋଲି ଶୁଭେଚ୍ଛା - ହୋଲି

ହୋଲି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । ଟ୍ବିଟ କରି ସୁରକ୍ଷିତ ହୋଲି ପାଳିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Mar 10, 2020, 9:50 AM IST

ଭୁବନେଶ୍ବର: ହୋଲି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । ଟ୍ବିଟ କରି ସୁରକ୍ଷିତ ହୋଲି ପାଳିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଫଟୋ ସୌଜନ୍ୟ: ଟ୍ବିଟର@Naveen_Odisha
ଫଟୋ ସୌଜନ୍ୟ: ଟ୍ବିଟର@Naveen_Odisha

ସିଏମ ନବୀନ ନିଜ ଟ୍ବିଟର ପେଜରେ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ରଙ୍ଗର ପର୍ବ ହୋଲି ସମସ୍ତଙ୍କ ପାଇଁ ଆନନ୍ଦମୟ ହେଉ । ସମସ୍ତେ ସୁରକ୍ଷିତ ଭାବେ ହୋଲି ଉତ୍ସବ ପାଳନ କରନ୍ତୁ । ଜୟ ଜଗନ୍ନାଥ, ଲେଖିଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@dpradhanbjp
ଫଟୋ ସୌଜନ୍ୟ: ଟ୍ବିଟର@dpradhanbjp

ସେହପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି ହୋଲି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ପ୍ରେମ, ଶୁଭେଚ୍ଛା, ସମନ୍ବୟ ଏବଂ ସାମାଜିକ ପରମ୍ପରାର ସୌହାର୍ଦ୍ଦ୍ୟର ପର୍ବ, ହୋଲିରେ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା | ରଙ୍ଗର ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ନୂତନ ଶକ୍ତି, ଆନନ୍ଦ ଏବଂ ସୁଖ ଆଣିଦେଉ ବୋଲି ସେ ଟ୍ବିଟ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.