ETV Bharat / city

ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ପର୍ଯ୍ୟଟନସ୍ଥଳୀର ବିକାଶ

author img

By

Published : Feb 10, 2020, 11:50 PM IST

Updated : Feb 11, 2020, 8:11 PM IST

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫୋକସରେ ପର୍ଯ୍ୟଟନସ୍ଥଳୀର ବିକାଶ । ମନ୍ଦିର ପରେ ଏବେ ଅଭୟାରଣ୍ୟ ଚିନ୍ତା । ରାଜ୍ୟର ପ୍ରମୁଖ ମନ୍ଦିରର ସର୍ବାଙ୍ଗୀନ ବିକାଶ ପାଇଁ ସ୍ପେଶାଲ ପ୍ୟାକେଜ୍ ଘୋଷଣା ପରେ, ଅଭୟାରଣ୍ୟର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ରୋଡ ମ୍ୟାପ୍ ପ୍ରସ୍ତୁତ ।

cm naveen patnaik
ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ପର୍ଯ୍ୟଟନସ୍ଥଳୀ ବିକାଶ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫୋକସରେ ପର୍ଯ୍ୟଟନସ୍ଥଳୀର ବିକାଶ । ମନ୍ଦିର ପରେ ଏବେ ଅଭୟାରଣ୍ୟ ଚିନ୍ତା । ରାଜ୍ୟର ପ୍ରମୁଖ ମନ୍ଦିରର ସର୍ବାଙ୍ଗୀନ ବିକାଶ ପାଇଁ ସ୍ପେଶାଲ ପ୍ୟାକେଜ୍ ଘୋଷଣା ପରେ, ଅଭୟାରଣ୍ୟର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ରୋଡ ମ୍ୟାପ୍ ପ୍ରସ୍ତୁତ । 5ଟି ସଚିବ ଭିକେ ପାଣ୍ଡିୟାନଙ୍କ ଅଚାନକ ଭିତରକନିକା ଗସ୍ତ ଏହାର ସମ୍ୟକ ସୂଚନା ଦେଉଛି । ଭିତରକନିକାରେ କୁମ୍ଭୀରଙ୍କ ସମ୍ଭାର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ଭିତରକନିକା ମହୋତ୍ସବ ମାଧ୍ୟମରେ ପର୍ଯ୍ୟଟନସ୍ଥଳୀର ସୌନ୍ଦର୍ଯ୍ୟ ବୃଦ୍ଧି ସହିତ ପର୍ଯ୍ୟଟକଙ୍କୁ ସମସ୍ତ ସୁବିଧା ଦେବା ପାଇଁ ଭିତ୍ତିଭୂମି ବିକାଶକୁ ଗୁରୁତ୍ବ ଦେଇଛନ୍ତି ପାଣ୍ଡିଆନ।

ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ପର୍ଯ୍ୟଟନସ୍ଥଳୀର ବିକାଶ

ପ୍ରଥମେ ଶ୍ରୀମନ୍ଦିର, ପରେ ଲିଙ୍ଗରାଜ ମନ୍ଦିର, ସମଲେଶ୍ବରୀ ମନ୍ଦିର, ତାରାତାରେଣୀ ମନ୍ଦିର ପାଇଁ ରାଜ୍ୟସରକାର ବଡ ବଡ ପ୍ୟାକେଜ ଘୋଷଣା କରିଛନ୍ତି । ଏହିସବୁ ମନ୍ଦିରରେ ଉନ୍ନତିକରଣ ସହ ଏହାର ଚତୁଃପାର୍ଶ୍ବର ବିକାଶ ପାଇଁ ବ୍ଲୁ-ପ୍ରିଣ୍ଟ ତୟାର । ଏସବୁ ସ୍ଥାନ ଭିତରୁ ସମଲେଶ୍ବରୀ ମନ୍ଦିର ଓ ତାରାତାରେଣୀ ମନ୍ଦିରକୁ ପ୍ରଥମେ 5ଟି ସଚିବଙ୍କ ଗସ୍ତ ପରେ ପ୍ୟାକେଜ ଘୋଷଣା ହୋଇଥିବାରୁ ଭିତରକନିକା ପାଇଁ ବି ସରକାର ନିକଟରେ କିଛି ପ୍ୟାକେଜ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:ନିଜ ବିଦ୍ୟାଳୟ ନାଁ କହି ପାରୁ ନାହାଁନ୍ତି। କେଉଁ ଶ୍ରେଣୀରେ ପଢୁଛନ୍ତି ତା ବି ଇଂରାଜୀ ରେ କହି ପାରୁ ନାହାଁନ୍ତି। ଶେଷରେ ନିଜ ଜିଲ୍ଲାର ନାଁ ବି ମାଲୁମ ନାହଁ। ଇଏ ହେଉଛି ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ ସ୍କୁଲର ବାସ୍ତବ ଚିତ୍ର।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ କଳାହାଣ୍ଡି ର ବିଭିନ୍ନ ସ୍କୁଲକୁ ଅଚାନକ ଗସ୍ତ| ଇଂରାଜୀ ଶିକ୍ଷାରେ ସ୍କୁଲ ଗୁଡିକ ପଛରେ| ଇଂରାଜୀ ବିଷୟରେ ଛାତ୍ରଛାତ୍ରୀମାନେ ନିମ୍ନମାନର ପ୍ରଦର୍ଶନ କରୁଥିବା କ୍ଲାସ୍ ରେ ମନ୍ତ୍ରୀ ଜାଣିବାକୁ ପାଇଥିଲେ| ଇଂରାଜୀ ବିଷୟରେ ଖରାପ ଶିକ୍ଷାଦାନ ଲାଗି ଭବାନୀ ପାଟଣାର ବିମ୍ବାଧର ସରକାରୀ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଓ ଦୁଇଜଣ ଇଂରାଜୀ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ସହ ଫେବୃଆରୀର ଦରମା ବନ୍ଦ ଲାଗି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ| ସେହିପରି ଭବାନୀପାଟଣା କର୍ଲାଗୁଡା ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଇଂରାଜୀ ଶିକ୍ଷାଦାନ ମାନ କମ୍ ଥିବାରୁ ସହକାରୀ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ କରିବାକୁ ଭବାନୀ ପାଟଣା ବିଇଓଙ୍କୁ ନିର୍ଦେଶ ଦେଲେ ମନ୍ତ୍ରୀ|Body:KConclusion:
Last Updated : Feb 11, 2020, 8:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.