ETV Bharat / city

ଧୋନିଙ୍କ ଅବସରରେ ନବୀନଙ୍କ ଆବେଗପୂର୍ଣ୍ଣ ବାର୍ତ୍ତା - ଅନ୍ତର୍ଜାତୀୟ କ୍ରିକେଟରୁ ଧୋନିଙ୍କ ଅବସର

ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ କହିଛନ୍ତି କ୍ରିକେଟର ମହେନ୍ଦ୍ର ସିଂ ଧୋନି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ ଯୋଗେ ଧୋନିଙ୍କୁ ଧନ୍ୟବାଦ ଜଣାଇବା ସହ ଅଜସ୍ର ପ୍ରଶଂସା କରିଛନ୍ତି ।

CM Naveen Patnaik wish  MS Dhoni on his retirement from International Cricket
ଧୋନିଙ୍କ ଅବସରରେ ନବୀନଙ୍କ ଆବେଗପୂର୍ଣ୍ଣ ବାର୍ତ୍ତା
author img

By

Published : Aug 15, 2020, 10:36 PM IST

Updated : Aug 15, 2020, 11:03 PM IST

ଭୁବନେଶ୍ବର: ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ କହିଛନ୍ତି, କୋଟି ଭାରତୀୟଙ୍କ ଶ୍ରେଷ୍ଠ ଭରସାଯୋଗ୍ୟ କ୍ରିକେଟର ମହେନ୍ଦ୍ର ସିଂ ଧୋନି । ସ୍ବାଧୀନତା ଦିବସ ଅବସରରେ ଦେଶବାସୀ ଓ କ୍ରିକେଟ ପ୍ରେମୀଙ୍କୁ ଧନ୍ୟବାଦ ଜଣାଇ ଅବସର ଘୋଷଣା କରିଛନ୍ତି ସମସ୍ତଙ୍କ ପ୍ରିୟ ମାହି ।

  • Your contribution to Indian cricket has been immense, @msdhoni. Winning the 2011 World Cup together has been the best moment of my life. Wishing you and your family all the very best for your 2nd innings. pic.twitter.com/5lRYyPFXcp

    — Sachin Tendulkar (@sachin_rt) August 15, 2020 " class="align-text-top noRightClick twitterSection" data=" ">

ଧୋନିଙ୍କ ଅବସର ଖବରରେ କେବଳ କ୍ରିକେଟ ପ୍ରେମୀ ସ୍ତବ୍ଧ ନୁହଁନ୍ତି ବରଂ ରାଜନେତା ଓ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ ଯୋଗେ ଧୋନିଙ୍କୁ ଧନ୍ୟବାଦ ଜଣାଇବା ସହ ଅଜସ୍ର ପ୍ରଶଂସା କରିଛନ୍ତି ।

  • .@msdhoni has mesmerized millions through his unique style of cricket. I hope he will continue to contribute towards strengthening Indian cricket in the times to come. Best wishes for his future endeavours.

    World cricket will miss the helicopter shots, Mahi!

    — Amit Shah (@AmitShah) August 15, 2020 " class="align-text-top noRightClick twitterSection" data=" ">

ଏକମାତ୍ର କ୍ୟାପଟେନ ଭାବେ 3ଟି ଆଇସିସି ଟ୍ରଫି ବିଜୟ ଓ ଗୋଟିଏ ସଂପୂର୍ଣ୍ଣ ପିଢିର ପ୍ରେରଣା ପାଲଟିଥିବାରୁ ଧନ୍ୟବାଦ ଜଣାଇଛନ୍ତି ନବୀନ । କ୍ରିକେଟ ସର୍ବଦା ତୁମର ଅନୁପସ୍ଥିତିକୁ ଅନୁଭବ କରିବ ବୋଲି ଧୋନିଙ୍କ ଉଦ୍ଦେଶ୍ୟରେ ଟ୍ବିଟରେ ଲେଖିଛନ୍ତି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିଶ୍ବ ହେଲିକପ୍ଟର ସଟକୁ ମିସ୍ କରିବ ବୋଲି ଟ୍ବିଟ ରେ ଲେଖିବା ସହ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ମାଷ୍ଟାର ବ୍ଳାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ଧୋନିଙ୍କ ସହ ସ୍ମରଣୀୟ ମୂହୂର୍ତ୍ତକୁ ସେୟାର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 15, 2020, 11:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.