ETV Bharat / city

ନିଟ୍‌, ଜେଇଇ ପରୀକ୍ଷା ସ୍ଥଗିତ ପ୍ରସଙ୍ଗ: ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା - ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌

ନିଟ ଓ ଜେଇଇ ମେନ ପରୀକ୍ଷା ସ୍ଥଗିତ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅଧିକ ପଢନ୍ତୁ...

cm and pm discussion, neet and jee exam cancellation, bhubaneswar latest news, neet and jee exam, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା, ନିଟ୍‌ ଓ ଜେଇଇ ପରୀକ୍ଷା ସ୍ଥଗିତ ପ୍ରସଙ୍ଗ, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ନିଟ୍‌ ଓ ଜେଇଇ ପରୀକ୍ଷା
ନିଟ୍‌, ଜେଇଇ ପରୀକ୍ଷା ସ୍ଥଗିତ ପ୍ରସଙ୍ଗ: ପ୍ରଧାମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
author img

By

Published : Aug 27, 2020, 11:20 AM IST

ଭୁବନେଶ୍ବର: ନିଟ ଓ ଜେଇଇ ମେନ ପରୀକ୍ଷା ସ୍ଥଗିତ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବର୍ତ୍ତମାନର ମହାମାରୀ ପରିସ୍ଥିତିରେ ପରୀକ୍ଷା କରିବା ଠିକ ନୁହେଁ । ରାଜ୍ୟ ବର୍ତ୍ତମାନ ବନ୍ୟାସ୍ଥିତିର ସମ୍ମୁଖୀନ ହୋଇଛି । ତେଣୁ ଏହାକୁ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି ।

ପୂର୍ବରୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖି ପରୀକ୍ଷା ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ । ତେବେ ଏହାର ପରବର୍ତ୍ତୀ ସମୟରେ ପରୀକ୍ଷା ସ୍ଥଗିତ ହେବ ନାହିଁ ବୋଲି କେନ୍ଦ୍ର ଶୁଣାଇଥିଲା । ଯାହାକୁ ନେଇ ଏବେ ଅନେକ ରାଜ୍ୟ ବିରୋଧ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.