ETV Bharat / city

+2 ଶେଷ କ୍ବାଟର ମାର୍କ ଅପଲୋଡ ସହ ବାର୍ଷିକ ପରୀକ୍ଷା ପାଇଁ ପ୍ରସ୍ତୁତ ରୁହ: CHSE - +2 ପରୀକ୍ଷା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

ଦ୍ୱାଦଶ ଶ୍ରେଣୀ କ୍ବାଟର ଶେଷ ପରୀକ୍ଷା ମାର୍କ ଅପଲୋଡ଼ ପାଇଁ ଅଧ୍ୟକ୍ଷଙ୍କୁ ଚିଠି ଲେଖିଲା CHSE । ଅଧିକ ପଢନ୍ତୁ

+2 ଶେଷ କ୍ବାଟର ମାର୍କ ଅପଲୋଡ ସହ ବାର୍ଷିକ ପରୀକ୍ଷା ପାଇଁ ପ୍ରସ୍ତୁତ ରହିବାକୁ CHSE ର ନିର୍ଦ୍ଦେଶ

author img

By

Published : Feb 8, 2022, 9:44 PM IST

ଭୁବନେଶ୍ବର: ଦ୍ୱାଦଶ ଶ୍ରେଣୀ କ୍ବାଟର ଶେଷ ପରୀକ୍ଷା ମାର୍କ ଅପଲୋଡ଼ ପାଇଁ ଅଧ୍ୟକ୍ଷମାନଙ୍କୁ ଚିଠି । ସମସ୍ତ ଅନୁବନ୍ଧିତ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଚିଠି ଲେଖିଲା CHSE ।

+2 ଶେଷ କ୍ବାଟର ମାର୍କ ଅପଲୋଡ ସହ ବାର୍ଷିକ ପରୀକ୍ଷା ପାଇଁ ପ୍ରସ୍ତୁତ ରହିବାକୁ CHSE ର ନିର୍ଦ୍ଦେଶ
+2 ଶେଷ କ୍ବାଟର ମାର୍କ ଅପଲୋଡ ସହ ବାର୍ଷିକ ପରୀକ୍ଷା ପାଇଁ ପ୍ରସ୍ତୁତ ରହିବାକୁ CHSE ର ନିର୍ଦ୍ଦେଶ
16 ତାରିଖ ସୁଦ୍ଧା SMES e-space ରେ ମାର୍କ ଅପଲୋଡ଼ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସବୁ ସ୍କୁଲ ବାର୍ଷିକ ଦ୍ୱାଦଶ ପରୀକ୍ଷା ପାଇଁ ପ୍ରସ୍ତୁତ ଲାଗି ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି CHSE । ମାର୍କର ଟ୍ୟାବୁଲେସନ୍ ରେଜିଷ୍ଟରର ହାର୍ଡ କପି ପ୍ରତ୍ୟେକ ପୃଷ୍ଠାରେ ସଠିକ୍ ଭାବରେ ଅପଲୋଡ୍ କରାଯିବ । ପ୍ରଶ୍ନପତ୍ର ସହିତ ମୂଲ୍ୟାଙ୍କିତ ଉତ୍ତରଖାତା, କେଉଁ ବିଷୟରେ କେତେ ମାର୍କ ପ୍ରଦାନ କରାଯାଇଛି ତାହା ମଧ୍ୟ ଅତି କମରେ ୩ ବର୍ଷ ପାଇଁ ସଂରକ୍ଷିତ ରଖାଯିବ । ତେବେ ଏହାକୁ ସଠିକ୍ ଭାବରେ ଅପଲୋଡ୍ କରିବା ପାଇଁ CHSE କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.