ETV Bharat / city

Ultimate Kho Kho League: ଓଡିଶା ଜୁଗରନଟ୍ସ ଜର୍ସି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

author img

By

Published : Aug 2, 2022, 11:04 AM IST

ଚଳିତବର୍ଷ ଅଲଟିମେଟ ଖୋ ଖୋ ଲିଗ ପାଇଁ ଓଡ଼ିଶାର ଫ୍ରାଞ୍ଚାଇଜ ଓଡିଶା ଜୁଗରନଟ୍ସର ଜର୍ସି ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଚଳିତ ବର୍ଷ ଅଗଷ୍ଟ ୧୪ ତାରିଖରୁ ସେପ୍ଟେମ୍ବର ୪ ତାରିଖ ଯାଏଁ ମହାରାଷ୍ଟ୍ରର ପୁନେରେ ଖେଳାଯିବ । ଅଧିକ ପଢ଼ନ୍ତୁ

upcoming ultimate kho kho league: ଓଡିଶା ଜୁଗରନଟ୍ସ ଜର୍ସି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଗାମୀ ଅଲଟିମେଟ(Ultimate kho kho) ଖୋ ଖୋ ଲିଗ ପାଇଁ ଓଡ଼ିଶାର ଫ୍ରାଞ୍ଚାଇଜ ଓଡିଶା ଜୁଗରନଟ୍ସର (Odisha Juggernauts) ଜର୍ସି ଉନ୍ମୋଚନ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଡିୟମରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହାକୁ ଉନ୍ମୋଚନ କରିଛନ୍ତି । ଏହା ସହିତ ଦଳର ଖେଳାଳି ଏବଂ ସପୋର୍ଟ ଷ୍ଟାଫଙ୍କ ସହ ଆଲୋଚନା କରି ଆଗାମୀ ସିଜିନ ପାଇଁ ଶୁଭେଚ୍ଛା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଚଳିତବର୍ଷ ଅଲଟିମେଟ ଖୋ ଖୋ ଲିଗ ଅଗଷ୍ଟ ୧୪ ତାରିଖରୁ ସେପ୍ଟେମ୍ବର ୪ ତାରିଖ ଯାଏଁ ମହାରାଷ୍ଟ୍ରର ପୁନେରେ ଖେଳାଯିବ । ଓଡିଶା ଜୁଗରନଟ୍ସର ଦଳରେ ସମୁଦାୟ ୨୫ ଜଣ ଖେଳାଳି ଥିବାବେଳେ ୬ ଜଣ ଓଡ଼ିଆ ଖେଳାଳି ରହିଛନ୍ତି । ସମସ୍ତ ଖେଳାଳି ପଡିଆ ମଧ୍ୟରେ ନିଜର ୧୦୦ ପ୍ରତିଶତ ଦେବା ସହ ଖୋ ଖୋ ଲିଗ ଟ୍ରଫି ଜିତିବାକୁ ଆଶାବାଦୀ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.