ETV Bharat / city

କଟକଣାରେ କୁମାର ପୂର୍ଣ୍ଣିମା ପାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ଟ୍ବିଟ - kumar purnima

ଆଜି ପବିତ୍ର କୁମାର ପୂର୍ଣ୍ଣିମା । ଏହି ଅବସରରେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ...

କୁମାର ପୂର୍ଣ୍ଣିମା
କୁମାର ପୂର୍ଣ୍ଣିମା
author img

By

Published : Oct 31, 2020, 10:31 AM IST

ଭୁବନେଶ୍ବର: ଆଜି ପବିତ୍ର କୁମାର ପୂର୍ଣ୍ଣିମା । ଏହି ଅବସରରେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ପୂଜା ସମୟରେ ସାମାଜିକ ଦୂରତା ରଖି କୋଭିଡ ନିୟମ ପାଳନ କରି ପୂଜା କରିବାକୁ ମୁଖ୍ୟମନ୍ତ୍ରୀ ଟ୍ବିଟ୍‌ କରି ଜଣାଇଛନ୍ତି ।

କୁମାର ପୂର୍ଣ୍ଣିମା
କୁମାର ପୂର୍ଣ୍ଣିମା

କୁମାର ପୂର୍ଣ୍ଣିମା ଅବସରରେ ନବୀନ ଟ୍ବିଟ୍‌ କରି ଲେଖିଛନ୍ତି ଯେ,‘ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । ପୂଜା ସମୟରେ ସାମାଜିକ ଦୂରତା ସମେତ କୋଭିଡ ନିୟମ ପାଳନ ଦିଗରେ ଯତ୍ନଶୀଳ ହୁଅନ୍ତୁ । ପ୍ରଭୁଙ୍କ ଆଶୀର୍ବାଦରୁ ସମସ୍ତଙ୍କ ମନସ୍କାମନା ପୁରଣ ହେବା ସହ ସୁଖ, ଶାନ୍ତି ଓ ସମୃଦ୍ଧି ପ୍ରାପ୍ତ ହେଉ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.