ETV Bharat / city

ଭିଜିଲାନ୍ସ ଜାଲରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟ ଯନ୍ତ୍ରୀ

author img

By

Published : Feb 3, 2022, 7:47 PM IST

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟ ଯନ୍ତ୍ରୀ ନାରାୟଣ ପୃଷ୍ଟିଙ୍କ ଘରେ ଚଢାଉ । ଅଧିକ ପଢନ୍ତୁ

ଭିଜିଲାନ୍ସ ଜାଲରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟ ଯନ୍ତ୍ରୀ
ଭିଜିଲାନ୍ସ ଜାଲରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟ ଯନ୍ତ୍ରୀ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ସରକାରୀ ଯନ୍ତ୍ରୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟ ଯନ୍ତ୍ରୀ ନାରାୟଣ ପୃଷ୍ଟିଙ୍କ ଘରେ ଚଢାଉ । ଭିଜିଲାନ୍ସର ୧୭ ଜଣିଆ ଟିମ ଯନ୍ତ୍ରୀଙ୍କ ଭୁବନେଶ୍ୱର ବାସଭବନ ସମେତ ୭ଟି ସ୍ଥାନରେ ଚଢ଼ାଉ କରିଛି ।

ଭିନ୍ନ ଭିନ୍ନ ସ୍ଥାନରେ ଭିଜିଲାନ୍ସ ଟିମ ଯାଇ କେତେ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ମୁଖ୍ୟ ଯନ୍ତ୍ରୀ ସାଇତିଛନ୍ତି ତା'ର ଖୋଳତାଡ କରୁଛି । ଘର, ସମ୍ପର୍କୀୟଙ୍କ ଘର ଓ ସପିଂ ମଲ ସମେତ ଭୁବନେଶ୍ବରରେ ଥିବା ୫ଟି ସ୍ଥାନରେ ରେଡ କରିଛି । ପଟିଆ ଜଗମରା ନୟାପଲ୍ଲୀ ଖଣ୍ଡଗିରି ଭଳି ବିଭିନ୍ନ ସ୍ଥାନରେ ତାଙ୍କର ସମ୍ପତ୍ତି ରହିଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.