ଭୁବନେଶ୍ବର: ବନ୍ୟା ଛାଡିଛି ହେଲେ ଲୋକଙ୍କ ସମସ୍ୟା କମିନାହିଁ । ବନ୍ୟା କମିବା ପରେ ପରିବା ଦର ଆକାଶଛୁଆଁ ହୋଇଛି । ଉଚ୍ଚା ପରିବା ଦରକୁ ନେଇ ପେସି ହେଉଛନ୍ତି ଗ୍ରାହକ । ସବୁ ପରିବା କିଲୋପ୍ରତି 50 ପାର ହୋଇଛି । ଏମିତିରେ ପରିବା ଦର ଉଚ୍ଚା ରହିଥିବାବେଳେ ଦାଉ ସାଧିଛି ବନ୍ୟା ସ୍ଥିତି । ଜମି ଜଳମଗ୍ନ ହେବାରୁ ଫସଲ ନଷ୍ଟ ହୋଇଛି । ଫଳରେ ପନିପରିବା ଦର ବଢିଛି । ଆଳୁ ପିଆଜ ଦାମ ଛଡା ଆଉ କୌଣସି ପରିବା ଦର 50 ତଳକୁ ନାହିଁ । ଯେଉଁ ପରିବାରେ ହାତ ବୁଲାଇଲେ ସବୁ 50 ପାର । କିଛି ଦିନ ତଳେ ଟମାଟୋ ଦର କମିଥିଲା ହେଲେ ଏବେ ତାହା ପୁଣି ବଢିଛି । ଆଗକୁ ଦର ବଢିବା ଆଶଙ୍କା କରାଯାଉଛି । ଲୋକ ବାଧ୍ୟ ହୋଇ ଉଚ୍ଚାଦରରେ ପରିବା କିଣୁଛନ୍ତି । କେବେ ଦର କମୁଛି ଆଉ ଲୋକ ସୁଲଭ ଦରରେ ପରିବା କଣିବେ ତାକୁ ଅପେକ୍ଷା । ସଜନା ଛୁଇଁ ଏବଂ ବିନ୍ ମୂଲ୍ୟ ସବୁଠୁ ଅଧିକ ରହିଥିବା ଦେଖିବାକୁ ମିଳିଛି । ତେବେ ନଜର ପକାନ୍ତୁ ରାଜ୍ୟର ପ୍ରମୁଖ ସହରରେ କଣ ରହିଛି ଆଜିର ପରିବା ଦର ।
Vegetable Price, କେଉଁଠି କେତେ ରହିଛି ଆଜି ପରିବା ଦର - ଆଜି ପରିବା ଦର
ରାଜ୍ୟର ପ୍ରମୁଖ ସହରରେ ଆସନ୍ତୁ ଜାଣିବା ଆଜି ରାଜ୍ୟର ପ୍ରମୁଖ ସହରରେ କେତେ ରହିଛି ପରିବା ଦର ।