ETV Bharat / city

ଲାଞ୍ଚ ନେଇ ଗିରଫ ହେଲେ ବିଦ୍ୟୁତ କର୍ମଚାରୀ - ଭୁବନେଶ୍ବର ଖବର

ବକେୟା ବିଦ୍ୟୁତ୍ ବିଲକୁ କାଟିବା ପାଇଁ ଲାଞ୍ଚ ନେଉଛନ୍ତି ବିଦ୍ୟୁତ କର୍ମଚାରୀ । ଭିଜିଲାନ୍ସ ପକ୍ଷରୁ ସମ୍ପୃକ୍ତ ଅଧିକାରୀଙ୍କୁ ଗିରଫ । ଆଗକୁ ପଢନ୍ତୁ...

Cesu caught substation office clerk
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jan 13, 2020, 6:53 PM IST

ଭୁବନେଶ୍ବର: ବକେୟା ବିଦ୍ୟୁତ୍ ବିଲକୁ କାଟିବା ପାଇଁ ଲାଞ୍ଚ ନେଉଛନ୍ତି ବିଦ୍ୟୁତ କର୍ମଚାରୀ । 1000 ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି ଡେପୁଟି ମ୍ୟାନେଜର ଇଲେକ୍ଟ୍ରିକ୍ ସବସେଣ୍ଟର ଅଫିସର କ୍ଲର୍କ ମଳୟ ପଟ୍ଟନାୟକ । ଟଙ୍କା ନେଉଥିବା ବେଳେ ସେସୁ ଅଧିକାରୀ ତାଙ୍କୁ ଧରିଥିଲେ ।

ଏନେଇ ଭିଜିଲାନ୍ସ ପକ୍ଷରୁ ସମ୍ପୃକ୍ତ ଅଧିକାରୀଙ୍କୁ ଗିରଫ କରାଯାଇଛି । ପ୍ରକାଶଥାଉକି, ପିଏଚଡି ପମ୍ପ ହାଉସର କର୍ମଚାରୀ ପ୍ରକାଶ କୁମାର ସାହୁଙ୍କୁ 1800 ଟଙ୍କା ଲାଞ୍ଚ ମାଗିଥିଲେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ପୁରୁଣା ବିଦ୍ଯୁତ ବିଲ କାଟିବା ପାଇଁ ଲାଂଚ,
୧୦୦୦ଟଙ୍କା ନେବା ବେଳେ ଧରାପଡିଲେ କ୍ଲର୍କBody:

ପୁରୁଣା ବିଲ କାଟିବା ପାଇଁ ଲାଂଚ।ବକେୟା ବିଲକୁ କାଟିଦେବା ପାଇଁ ଲାଚ ନେଉଛନ୍ତି ବିଦ୍ଯୁତ କାର୍ଯାଳୟ କର୍ମଚାରି।୧୦୦୦ ଟଙ୍କା ଲାଚ ନେଉଥିବା ବେଳେ ଧରାପଡିଲେ ଖଣ୍ଡଗିରି ଡେପୁଟି ମାନେଜର ଇଲେକ୍ଟ୍ରିକ ସବଷ୍ଟେସନର କ୍ଲର୍କ ମଲୟ ପଟ୍ଟନାୟକ।୧୦୦୦ ଟଙ୍କା ଲାଂଚ ଟଙ୍କା ସହ ଧରିଲେ ସେସୁ ଅଧିକାରି ।ଏନେଇ ଭିଜିଲାନସ ପକ୍ଷରୁ ସମ୍ପୃକ୍ତ ଅଧିକାରିଙ୍କୁ ଗିରଫ କରାଯାଇଛି।।ତେବେ ପିଏଚଡି ପମ୍ପ ହାଉସର କର୍ମଚାରି ପ୍ରକାଶ କୁମାର ସାହୁଙ୍କୁ ୧୮୦୦ ଟଙ୍କା ଲାଂଚ ମାଗିଥିଲେ। ଏନେଇ ସେ ୧୦୦୦ ଟଙ୍କା ନେଇ ତାଙ୍କୁ ଦେବା ବେଳେ ଧରାପଡିଥିଲେ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.