ETV Bharat / city

ବଢୁଛି କୋଭିଡ ସଂକ୍ରମଣ, ସତର୍କ କଲା କେନ୍ଦ୍ର

author img

By

Published : Aug 7, 2022, 8:28 AM IST

ରାଜ୍ୟରେ ପୁଣି ବଢୁଛି ସଂକ୍ରମଣ । ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖି ସତର୍କ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । ଅଧିକ ପଢନ୍ତୁ

ବଢୁଛି କୋଭିଡ ସଂକ୍ରମଣ
ବଢୁଛି କୋଭିଡ ସଂକ୍ରମଣ

ଭୁବନେଶ୍ବର: କିଛି ଦିନର ବ୍ୟବଧାନ ପରେ ଦେଶରେ ପୁଣି ବଢୁଛି ସଂକ୍ରମଣ । ଯାହାକି ସରକାରଙ୍କ ଚିନ୍ତାର କାରଣ ପାଲଟିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖି ସତର୍କ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । ଟିକାକରଣକୁ ନେଇ ଲୋକଙ୍କ ମନରେ ସଚେତନତା ସୃଷ୍ଟି କରାଇବା ପାଇଁ ପରାମର୍ଶ ଦିଆଯାଇଛି ।

ବଢୁଛି କୋଭିଡ ସଂକ୍ରମଣ
ବଢୁଛି କୋଭିଡ ସଂକ୍ରମଣ
ଓଡ଼ିଶା, ଦିଲ୍ଲୀ, କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ତେଲେଙ୍ଗାନା ରାଜ୍ୟର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖି ସତର୍କ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । ଟିକାକରଣ ପାଇଁ ଆବଶ୍ୟକ ସଚେତନତା ସୃଷ୍ଟି କରିବା ସହ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ୫ ଗୁଣ ଅଧିକ ତତ୍ପର ରହିବା ସହ ରାଜ୍ୟରେ କୋରୋନା କଟକଣା ପାଳନକୁ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଚିଠିରେ ଉଲ୍ଲେଖ ରହିଛି ।

୧୫ଟି ଜିଲ୍ଲାରେ ଟେଷ୍ଚିଙ୍ଗ ସଂଖ୍ୟା କମ ରହିଛି ।

22 ରୁ 28 ଜୁଲାଇ ମଧ୍ୟରେ , 29ରୁ 4 ଅଗଷ୍ଟ ମଧ୍ୟରେ କରାଯାଇଥିବା ଟେଷ୍ଟିଙ୍ଗ

1. ବୌଦ୍ଧ: 772 , 634

2. ଗଜପତି: 2456, 1763

3. ବାଲେଶ୍ଵର: 3075, 3000

4. କଳାହାଣ୍ଡି: 3225, 3084

5. ମାଲକାନଗିରି: 3134, 3102
6.କେନ୍ଦୁଝର: 4076, 3228

7.ବରଗଡ଼: 3894,3246

8.ଝାରସୁଗୁଡ଼ା: 3648, 3492

9.ଗଞ୍ଜାମ: 4284, 4220

10. ନୟାଗଡ଼: 4437, 4365
11. ଯାଜପୁର: 5302, 5066

12. କୋରାପୁଟ: 5324, 5220

13. କଟକ: 9005, 8412

14. ସୁନ୍ଦରଗଡ଼: 14186,13967

15. ଖୋର୍ଦ୍ଧା: 16929, 15319

ଅନ୍ୟପଟେ ଏକ ସପ୍ତାହ ମଧ୍ୟରେ 10 ଟି ଜିଲ୍ଲାରେ ସଂକ୍ରମଣ ବଢ଼ିଛି । ଜୁଲାଇ 22 ତାରିଖରୁ 28 ତାରିଖ ତୁଳନାରେ ଜୁଲାଇ 29 ରୁ 04 ଅଗଷ୍ଟ ମଧ୍ୟରେ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇଛି । ବରଗଡ଼ରେ 22 ଜୁଲାଇ ରୁ 28 ଜୁଲାଇ ମଧ୍ୟରେ 149 ଓ 29 ଜୁଲା ରୁ 4 ଅଗଷ୍ଟ ମଧ୍ୟରେ 235 କୋଭିଡ ସଂକ୍ରମଣ ବୃଦ୍ଧି ପାଇଛି । କଳାହାଣ୍ଡିରେ 22 ଜୁଲାଇରୁ 28 ଜୁଲାଇ ମଧ୍ୟରେ 141 ଓ 29 ଜୁଲାଇରୁ 4 ଅଗଷ୍ଟ ମଧ୍ୟରେ 186 କୋଭିଡ ସଂକ୍ରମଣ ବୃଦ୍ଧି ପାଇଛି ।

ବଲାଙ୍ଗୀରରେ 22 ଜୁଲାଇରୁ 28 ଜୁଲାଇ ମଧ୍ୟରେ 146 ଓ 29 ଜୁଲାଇରୁ 4 ଅଗଷ୍ଟ ମଧ୍ୟରେ 167 କୋଭିଡ ସଂକ୍ରମଣ ବୃଦ୍ଧି ପାଇଛି। ସୋନପୁରରେ 22 ଜୁଲାଇ ରୁ 28 ଜୁଲାଇ ମଧ୍ୟରେ 135 ଓ 29 ଜୁଲାଇରୁ 4 ଅଗଷ୍ଟ ମଧ୍ୟରେ 144 କୋଭିଡ ସଂକ୍ରମଣ ବୃଦ୍ଧି ପାଇଛି । ନବରଙ୍ଗପୁରରେ 22 ଜୁଲାଇରୁ 28 ଜୁଲାଇ ମଧ୍ୟରେ 53 ଓ 29 ଜୁଲାଇରୁ 4 ଅଗଷ୍ଟ ମଧ୍ୟରେ 188 କୋଭିଡ ସଂକ୍ରମଣ ବୃଦ୍ଧି ପାଇଛି । କୋରାପୁଟରେ 22 ଜୁଲାଇରୁ 28 ଜୁଲାଇ ମଧ୍ୟରେ 89 ଓ 29 ଜୁଲାଇରୁ 4 ଅଗଷ୍ଟ ମଧ୍ୟରେ 94 କୋଭିଡ ସଂକ୍ରମଣ ବୃଦ୍ଧି ପାଇଛି।

ବୌଦ୍ଧରେ 22 ଜୁଲାଇ ରୁ 28 ଜୁଲାଇ ମଧ୍ୟରେ 61 ଓ 29 ଜୁଲାଇରୁ 4 ଅଗଷ୍ଟ ମଧ୍ୟରେ 92 କୋଭିଡ ସଂକ୍ରମଣ ବୃଦ୍ଧି ପାଇଛି। ଦେଓଗଡ଼ରେ 22 ଜୁଲାଇରୁ 28 ଜୁଲାଇ ମଧ୍ୟରେ 42 ଓ 29 ଜୁଲାଇରୁ 4 ଅଗଷ୍ଟ ମଧ୍ୟରେ 46 କୋଭିଡ ସଂକ୍ରମଣ ବୃଦ୍ଧି ପାଇଛି। ଗଞ୍ଜାମରେ 22 ଜୁଲାଇରୁ 28 ଜୁଲାଇ ମଧ୍ୟରେ 12 ଓ 29 ଜୁଲାଇରୁ 4 ଅଗଷ୍ଟ ମଧ୍ୟରେ 18 କୋଭିଡ ସଂକ୍ରମଣ ବୃଦ୍ଧି ପାଇଛି। ଢେଙ୍କାନାଳରେ 22 ଜୁଲାଇରୁ 28 ଜୁଲାଇ ମଧ୍ୟରେ 17 ଓ 29 ଜୁଲାଇରୁ 4 ଅଗଷ୍ଟ ମଧ୍ୟରେ 18 କୋଭିଡ ସଂକ୍ରମଣ ବୃଦ୍ଧି ପାଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.