ETV Bharat / city

ସ୍ମାର୍ଟସିଟିକୁ ଜଗିବ ସିସିଟିଭି, ଅପରାଧିକ କାର୍ଯ୍ୟକଳାପରେ ଲାଗିବ ରୋକ - ପୋଲିସ କମିଶନର

ରାଜଧାନୀର ସୁରକ୍ଷା ଚିନ୍ତାରେ କମିଶନରେଟ ପୋଲିସ । ଏଣିକି ସହର ସାରା ଲାଗିବ ସିସିଟିଭି କ୍ୟାମେରା । ସହରର ଗଳିକନ୍ଦିରୁ ଆରମ୍ଭ କରି ବଡ ବଡ ସପିଂ ମଲ ଓ ଶିକ୍ଷାନୁଷ୍ଠାନ ପର୍ଯ୍ୟନ୍ତ ସବୁଠାରେ ଲାଗିବ ସିସିଟିଭି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 28, 2019, 12:22 PM IST

Updated : Sep 28, 2019, 1:14 PM IST

ଭୁବନେଶ୍ବର: ରାଜଧାନୀର ସୁରକ୍ଷା ଚିନ୍ତାରେ କମିଶନରେଟ ପୋଲିସ । ଏଣିକି ସହର ସାରା ଲାଗିବ ସିସିଟିଭି କ୍ୟାମେରା। ସହରର ଗଳିକନ୍ଦିରୁ ଆରମ୍ଭ କରି ବଡ ବଡ ସପିଂ ମଲ ଓ ଶିକ୍ଷାନୁଷ୍ଠାନ ପର୍ଯ୍ୟନ୍ତ । ସବୁଠାରେ ଲାଗିବ ସିସିଟିଭି । ଏନେଇ ଯୋଜନା ଚାଲିଥିବାବେଳେ ଏଥିପାଇଁ କିଛି ଅନୁଷ୍ଠାନ ଓ ପବ୍ଲିକ ସେକ୍ଟର କମ୍ପାନୀର ସହଯୋଗ ଲୋଡିଛି କମିଶନରେଟ ପୋଲିସ ।

ଏନେଇ ବିଭିନ୍ନ ଶିକ୍ଷାନୁଷ୍ଠାନ ମଲ କର୍ତ୍ତୃପକ୍ଷ, ରେଲୱେ ଓ ନାଲକୋ ଭଳି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ହାଇ କ୍ବାଲିଟି କ୍ୟାମେରା ଲଗାଇବାକୁ ପ୍ରସ୍ତାବ ଦିଆଯାଇଛି । ଏହାଦ୍ବାରା ପୋଲିସ ମୁତୟନ ସମ୍ଭବପର ହେଉନଥିବା ଅଞ୍ଚଳରେ ସିସିଟିଭି ରଖିବ ନଜର । ଯାହା ଦିନକୁ ଦିନ ବଢିଥିବା ଅପରାଧିକ କାର୍ଯ୍ୟକଳାପରେ ରୋକ ଲଗାଇବା ସହ ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଇପାରିବ ବୋଲି ପ୍ରକାଶ କରିଛନ୍ତି କମିଶନରେଟ ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ସହରରେ ଆହୁରି 5 ହଜାର ସିସିଟିଭି ଲଗାଇବାକୁ ଯୋଜନା ରଖାଯାଇଥିବା କହିଛନ୍ତି ପୋଲିସ କମିଶନର । ଏଥିସହ ଅନଲାଇନ ସିସିଟିଭି ଲଗାଉଥିବା ଲୋକଙ୍କ ସିସିଟିଭିର ଭିଜୁଆଲକୁ ପୋଲିସ କଣ୍ଟ୍ରୋଲ ରୁମ ସହ ଯୋଡି ପୋଲିସ ଅପରେଟ କରିବାକୁ ଯୋଜନା ଚଳାଇଛି କମିଶନରେଟ ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ସହର ସାରା ଲାଗିବ ସିସିଟିଭି,
ସ୍ମାର୍ଟସିଟି ପାଇଁ ଚିନ୍ତାରେ ପୋଲିସBody:

ଏଣିକି ଗଳି ସହରର କନ୍ଦିଠୁ ଆରମ୍ଭ କରି ବଡ ବଡ ସପିଂମଲ ଓ ଶିକ୍ଷାନୁଷ୍ଠାନ।ଚାରିଆଡେ ରହିବ ସିସିଟିଭିର ନଜର। ଏନେଇ ସ୍ମାର୍ଟସିଟିରେ ଚାରିଆଡେ ସିସିଟିଭି ଲଗାଇବାକୁ ଯୋଜନା ଚଳାଇଛି କମିସନରେଟ ପୋଲିସ। ଏଥିପାଇଁ କିଛି ଅନୁଷ୍ଠାନ ଓ ପବ୍ଲିକସେକ୍ଟର କମ୍ପାନିର ସହଯୋଗ ଲୋଡିଛି କମିସନରେଟ ପୋଲିସ।ଏନେଇ ବିଭିନ୍ନ ଶିକ୍ଷାନୁଷ୍ଠାନ ମଲ କତୃପକ୍ଷ ଓ ଏପରିକି ରେଲୱେ ଓ ନାଲକୋ ଭଳି କତୃପକ୍ଷଙ୍କ ସହ ଆଲୋଚନା କରି ହାଇ କ୍ୱାଲିଟ କ୍ଯାମେରା ଲଗାଇବାକୁ ପ୍ରସ୍ତାବ ଦେଇଛନ୍ତି।ଯା ଦ୍ବାରା ପୋଲିସ ମୁତୟନ ସମ୍ଭବପର ହେଉନଥିବା ଅଂଚଳରେ ସିସିଟିଭି ନଜରରେ ବର୍ତିପାରିବେନି ଅପରାଧ ଦିନକୁ ଦିନ ଅପରାଧିଙ୍କ କାର୍ଯକଳାପ ହ୍ରାସ ପାଇବା ସହ ଅପରାଧିଙ୍କ ଗତିବିଧି ଉପରେ ନଜର ରହିପାରିବ।ତେବେ ସହରରେ ଆହୁରି ୫ ହଜାର ସିସିଟିଭି ଲଗାଇବାକୁ ଯୋଜନା ରଖାଯାଇଥିବା କହିଛନ୍ତି ପୋଲିସ କମିସନର। ତେବେ ଅନଲାଇନ ସିସିଟିଭି ଲଗାଉଥିବା ଲୋକଙ୍କ ସିସିଟିଭିର ଭିଜୁଆଲକୁ ପୋଲିସ କଣ୍ଟ୍ରୋଲ ରୁମ ସହ ଯୋଡି ପୋଲିସ ଅପରେଟ କରିବାକୁ ଯୋଜନା ଚଳାଇଛି କମିସନରେଟ ପୋଲିସ।Conclusion:ବାଇଟ-ସୁଧାଶୁଂ ସରଙ୍ଗି,ପୋଲିକ କମିସନର
Last Updated : Sep 28, 2019, 1:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.