ETV Bharat / city

ବିଦେଶରେ କାଳିଆର ଲୀଳା: ସିଙ୍ଗାପୁର ରଥଯାତ୍ରାରେ ସାମିଲ ହେଲେ 1000ରୁ ଊର୍ଦ୍ଧ୍ବ ଓଡ଼ିଆ

ଆଜି ସବୁ ଓଡ଼ିଆଙ୍କ ପ୍ରାଣ କେନ୍ଦ୍ର ପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା । ଏହି ଯାତ୍ରାରେ ଦୁନିଆର କୋଣ ଅନୁକୋଣରୁ ଭକ୍ତ ସାମିଲ ହୋଇଥିବାବେଳେ ସିଙ୍ଗାପୁରରେ ଥିବା ପ୍ରବାସୀ ଓଡିଆ ଆଜି ଧୂମଧାମରେ ରଥଯାତ୍ରା ପାଳନ କରିଛନ୍ତି ।

author img

By

Published : Jul 4, 2019, 10:06 PM IST

ଫଟୋ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ସାରା ରାଜ୍ୟ ଆଜି ଉତ୍ସବମୁଖର । କାରଣ ଆଜି ସବୁ ଓଡ଼ିଆଙ୍କ ପ୍ରାଣ କେନ୍ଦ୍ର ପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା । ଏହି ଯାତ୍ରାରେ ଦୁନିଆର କୋଣ ଅନୁକୋଣରୁ ଭକ୍ତ ସାମିଲ ହୋଇଛନ୍ତି । ତେବେ ଏଥିରୁ ବାଦ ପଡିନାହାଁନ୍ତି ସିଙ୍ଗାପୁରରେ ରହୁଥିବା ଓଡ଼ିଆମାନେ ।

ପ୍ରବାସୀ ଓଡିଆମାନେ ସିଙ୍ଗାପୁରର ହଉଗଙ୍ଗ ଷ୍ଟାଡିୟମରେ 1000ରୁ ଊର୍ଦ୍ଧ୍ବ ଓଡ଼ିଆଙ୍କ ସହ ଅନ୍ୟ ସମ୍ପ୍ରଦାୟର ଲୋକେ ମଧ୍ୟ ଏହି ରଥଯାତ୍ରାରେ ସାମିଲ ହୋଇଥିଲେ । ସମ୍ପୂର୍ଣ୍ଣ ଓଡ଼ିଆ ରୀତିନୀତିରେ ପ୍ରଭୁ ଜଗନ୍ନାଥଙ୍କ ସହ ଭଉଣୀ ସୁଭଦ୍ରା ଓ ବଡ଼ ଭାଇ ବଳଭଦ୍ରଙ୍କ ତିନୋଟି ରଥ ମଧ୍ୟ ନିର୍ମାଣ କରାଯାଇଥିଲା ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ତେବେ ଆଜକୁ ପ୍ରାୟ 10 ବର୍ଷ ହେଲା ସିଙ୍ଗାପୁର ଜଗନ୍ନାଥ ମନ୍ଦିର କମିଟି ପ୍ରତିବର୍ଷ ରଥଯାତ୍ରା ଆୟୋଜନ କରିଆସୁଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ଆଜି ହେଉଛି ସବୁ ଓଡ଼ିଆ ପ୍ରାଣ କେନ୍ଦ୍ର ପ୍ରଭୂ ଜଗନ୍ନାଥ ଘେଷ ଯାତ୍ରା। ଏଥି ପାଇଁ ସାରା ଓଡ଼ିଶା ଉତ୍ସବ ମୁଖର। ଆଉ ଏଥିରୁ ବାଦ ପଡି ନାହାନ୍ତି ସିଙ୍ଗାପୁର ର ଓଡ଼ିଆ ମାନେ। ଆଜି ସନ୍ଧ୍ୟା ରେ  ସିଙ୍ଗାପୁର ସିଙ୍ଗାପୁର ହଉଗଙ୍ଗ ଷ୍ଟାଡିୟମ ରେ  1000 ରୁ ଉର୍ଦ୍ଧ୍ବ ଓଡ଼ିଆ ସହ ଅନେକ ଅଲଗା ସମ୍ପ୍ରଦାୟର ଲୋକେ ମଧ୍ୟ ଯୋଡି ହେଲେ ଭାବ ବିନେଦିଆ ପ୍ରଭୁ ଜଗନ୍ନାଥ ଙ୍କ ପୂଜା ଅର୍ଚ୍ଚନା କରିଥିଲେ।ସମ୍ପୂର୍ଣ୍ଣ ଓଡ଼ିଆ ରୀତି ନୀତି ରେ ପ୍ରଭୁ ଜଗନ୍ନାଥ ସହ ଭଉଣୀ ସୁଭଦ୍ରା ଓ ବଡ଼ ଭାଇ ବଳଭଦ୍ର ଙ୍କ ତିନେଟି ରଥ ମଧ୍ୟ ତିଆରି କରାଯାଇ ଥିବା ବେଳେ ଆଜିକୁ ପ୍ରାୟ 10 ବର୍ଷ ହେଲା ସିଙ୍ଗାପୁର ଜଗନ୍ନାଥ ମଦିରବ କମିଟି ପ୍ରତିବର୍ଷ ରଥଯାତ୍ରା ଆଯେଜନ କରି ଆସୁଛନ୍ତି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.