ETV Bharat / city

ଖଣ୍ଡଗିରି ଛକରେ ହୁତ୍ହୁତ୍ ହୋଇ ଜଳିଲା କାର

author img

By

Published : Feb 6, 2022, 5:21 PM IST

Updated : Feb 6, 2022, 5:30 PM IST

ଖଣ୍ଡଗିରି ଛକରେ ଅଚାନକ ଜଳିଗଲା ଟ୍ରାଭେରା । ହଠାତ୍ ନିଆଁ ଲାଗି ଯିବାରୁ ଜଳିଗଲା କାର । ତେବେ ୨୦ ମିନିଟ ଧରି ଜଳିଥିଲା କାର। ଅଧିକ ପଢନ୍ତୁ

car caught fire at khandagiri chowk
ଖଣ୍ଡଗିରି ଛକରେ ହୁତ୍ହୁତ୍ ହୋଇ ଜଳିଲା କାର

ଭୁବନେଶ୍ବର: ଖଣ୍ଡଗିରି ଛକରେ ଅଚାନକ ଜଳିଗଲା ଟ୍ରାଭେରା । ହଠାତ୍ ନିଆଁ ଲାଗି ଯିବାରୁ ଜଳିଗଲା କାର । ତେବେ ୨୦ ମିନିଟ ଧରି ଜଳିଥିଲା କାର।

ଖଣ୍ଡଗିରି ଛକରେ ହୁତ୍ହୁତ୍ ହୋଇ ଜଳିଲା କାର

ଅନ୍ୟପଟେ କେଉଁ କାରଣରୁ ନିଆଁ ଲାଗିଲା କାରଣ ‌ଜଣାପଡିନି । ତେବେ ଏହି ଅଗ୍ନିକାଣ୍ଡରେ କାହାର କିଛି କ୍ଷତି ହୋଇନାହିଁ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Feb 6, 2022, 5:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.