ETV Bharat / city

ଟ୍ରାଫିକ ଜାମ୍ କରି 4 ଗଞ୍ଜେଇ ବେପାରୀଙ୍କୁ ଧରିଲା ପୋଲିସ, ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ - ଭୁବନେଶ୍ବରରୁ ଗଞ୍ଜେଇ ବେପାରୀ ଗିରଫ ଖବର

ରାଜଧାନୀରୁ ବିହାରୀ ଗଞ୍ଜେଇ ମାଫିଆ ଅଭିଯୁକ୍ତ ସହ ଧରାପଡିଲେ ୪ ଅଭିଯୁକ୍ତ । ଏକ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ । ଅଧିକ ପଢନ୍ତୁ

ଟ୍ରାଫିକ ଜାମ୍ କରି 4 ଗଞ୍ଜେଇ ବେପାରୀଙ୍କୁ ଧରିଲା ପୋଲିସ, ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ
ଟ୍ରାଫିକ ଜାମ୍ କରି ଗଞ୍ଜେଇ ୪ ବେପାରୀଙ୍କୁ ଧରିଲା ପୋଲିସ, ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ
author img

By

Published : Jun 26, 2022, 3:55 PM IST

Updated : Jun 26, 2022, 8:00 PM IST

ଭୁବନେଶ୍ବର: ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ବେପାରୀଙ୍କୁ ଟ୍ରାପ୍ । ରାଜାଧାନୀରୁ ବିହାରୀ ଗଞ୍ଜେଇ ମାଫିଆ ଅଭିଯୁକ୍ତ ସହ ଧରାପଡିଲେ ୪ ଅଭିଯୁକ୍ତ । କାର ଯୋଗେ ଏକ କ୍ବିଣ୍ଟାଲ ଗଞ୍ଜେଇ ନେଇ ଯିବାବେଳେ ଧରିଲା କମିଶନରେଟ ପୋଲିସ । ଆଜି(ରବିବାର) ସକାଳ ୧୧ଟା ସମୟରେ କନ୍ଧମାଳରୁ କାର ଯୋଗେ ଗଞ୍ଜେଇ ଆଣୁଥିବା ସମୟରେ ଧରିଛି ପୋଲିସ ।

ଟ୍ରାଫିକ ଜାମ୍ କରି 4 ଗଞ୍ଜେଇ ବେପାରୀଙ୍କୁ ଧରିଲା ପୋଲିସ, ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ

ସୂଚନା ଅନୁଯାୟୀ, ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଗଞ୍ଜେଇ ବେପାରୀଙ୍କୁ ନୟାପଲୀରୁ ପିଛା କରିଥିଲା । ବିଭିନ୍ନ ଦିଗ ଉପରେ ନଜର ରଖି ଶେଷରେ ୪ ଅଭିଯୁକ୍ତଙ୍କୁ କାବୁ କରିଛି । ଏମିତିକି ପୋଲିସ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଜାଣିଶୁଣି ଟ୍ରାଫିକ୍ ଜାମ୍ କରାଇଥିଲା । ଶେଷରେ ଗଞ୍ଜେଇ ବେପାରୀଙ୍କ ପଛପଟୁ ପିଛା କରି ଆସୁଥିବା ପୋଲିସ ଟିମ ଆଚାର୍ଯ୍ୟ ବିହାର ପରେ ଆଖଣ୍ଡଳମଣି ମନ୍ଦିର ପାଖ ହମ୍ପସ ନିକଟରେ କାବୁ କରିଥିବା ଜଣାପଡିଛି । ତେବେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତ ହେଉଛନ୍ତି ବୁନା‌ କହର, ଦିବସ କହର, ବବଲୁ ଗଣ୍ଡ ଏବଂ ଏସ.କେ ମହମ୍ମଦ । ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 26, 2022, 8:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.