ETV Bharat / city

Cameraman Manas Murder Case: ଚାଲିଛି ସାକ୍ଷୀଙ୍କ ବୟାନ ରେକର୍ଡ, TI ପରେଡ ପାଇଁ ଆବେଦନ

author img

By

Published : Apr 13, 2022, 2:18 PM IST

Updated : Apr 13, 2022, 3:08 PM IST

କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣାରେ ପୋଲିସ ହାତରେ ଲାଗୁଛି ନୂଆ ନୂଆ ପ୍ରମାଣ । ଚାନ୍ଦବାଲି କୋର୍ଟରେ ସାକ୍ଷୀଙ୍କ ବୟାନ ରେକର୍ଡ ଚାଲିଛି । 164 ଧାରାରେ ଜଣେ ସାକ୍ଷୀଙ୍କ ବୟାନ ରେକର୍ଡ ହେଉଛି । ଅଧିକ ପଢନ୍ତୁ

Cameraman Manas Murder Case
Cameraman Manas Murder Case

ଭୁବନେଶ୍ବର: ଆଗଉଛି କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟାକାଣ୍ଡ ତଦନ୍ତ । ଘଟଣାରେ ପୋଲିସ ହାତରେ ଲାଗୁଛି ନୂଆ ନୂଆ ପ୍ରମାଣ । ଚାନ୍ଦବାଲି କୋର୍ଟରେ ସାକ୍ଷୀଙ୍କ ବୟାନ ରେକର୍ଡ ଚାଲିଛି । 164 ଧାରାରେ ଜଣେ ସାକ୍ଷୀଙ୍କ ବୟାନ ରେକର୍ଡ ହେଉଛି । ପୂର୍ବରୁ 3 ଜଣଙ୍କ ବୟାନ ରେକର୍ଡ ହୋଇଥିଲା। ଏହା ସହିତ ୫ ଅଭିଯୁକ୍ତଙ୍କ ଟିଆଇ ପରେଡ୍ କରିବା ପାଇଁ ଆବେଦନ ହୋଇଛି । ଟିଆଇ ପରେଡ ପାଇଁ କୋର୍ଟରେ ଆବେଦନ କରିଛି କ୍ରାଇମବ୍ରାଞ୍ଚ । ସାକ୍ଷୀଙ୍କ ଦ୍ବାରା ଅଭିଯୁକ୍ତଙ୍କ ଚିହ୍ନଟ ପାଇଁ ପରେଡ୍ କରାଯିବ ।

TI ପରେଡ ପାଇଁ ଆବେଦନ

2 ଅଭିଯୁକ୍ତ ବିବେକ ଓ ଭାଗ୍ୟଧରଙ୍କୁ ଜେଲରେ ଜେରା କରିବାକୁ ଆବେଦନ କରିଛନ୍ତି କ୍ରାଇମବ୍ରାଞ୍ଚ । ଏଥି ସହ ଶର୍ମିଷ୍ଠାଙ୍କ କମ୍ପ୍ୟୁଟରରୁ ଡିଲିଟ ହୋଇଥିବା ଫାଇଲ ରିକଭରି ପାଇଁ ଫରେନ୍ସିକ ରିପୋର୍ଟକୁ ଅପେକ୍ଷା କରିଛି କ୍ରାଇମବ୍ରାଞ୍ଚ । ଅନ୍ୟପଟେ ଶର୍ମିଷ୍ଠା ପ୍ରମାଣ ନଷ୍ଟ ସମୟର ପ୍ରମାଣ ପାଇଛି କ୍ରାଇମବ୍ରାଞ୍ଚ୍। ଟାଙ୍ଗି ଟୋଲଗେଟରେ ସିସିଟିଭିରେକଏଦ ହୋଇଥିବା ସିସିଟିଭିରେ ଆସିଛି ଶର୍ମିଷ୍ଠା କାରର ଫଟୋ ।

Cameraman Manas Murder Case
Cameraman Manas Murder Case

୭ ତାରିଖରେ ହତ୍ୟା ପରେ ଫେବୃଆରୀ ୮ ତାରିଖ ସଂନ୍ଧ୍ୟାରେ ପ୍ରମାଣକୁ ନେଇ କାରରେ କଟକରୁ ଚଣ୍ଡିଖୋଲକୁ ଯିବାବେଳେ ଟାଙ୍ଗି ଟୋଲଗେଟ ସିସିଟିଭିରେ ଦୃଶ୍ୟ କଏଦ ହୋଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Apr 13, 2022, 3:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.