ETV Bharat / city

Manas Murder Case: ଶର୍ମିଷ୍ଠା-ନିରଞ୍ଜନ ଦେଖାଇଲେ କ୍ରାଇମ୍ ସ୍ପଟ, ସିନ୍ ରିକ୍ରିଏସନ କଲା କ୍ରାଇମବ୍ରାଞ୍ଚ

author img

By

Published : Apr 2, 2022, 4:38 PM IST

Updated : Apr 2, 2022, 7:12 PM IST

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ସମ୍ପୂର୍ଣ୍ଣା ପେପର ଅଫିସରେ କ୍ରାଇମବ୍ରାଞ୍ଚର ତନାଘନା । ଅଧିକ ପଢନ୍ତୁ

Cameraman Manas Murder Case: ଶର୍ମିଷ୍ଠା କାର୍ଯ୍ୟାଳୟରେ କ୍ରାଇମବ୍ରାଞ୍ଚର ଖୋଳତାଡ

ଭୁବନେଶ୍ବର: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ତଦନ୍ତ ପ୍ରକ୍ରିୟା ଜାରି ରଖିଛି କ୍ରାଇମବ୍ରାଞ୍ଚ ଟିମ୍ । ଏୟାରଫିଲ୍ଡ ଥାନା ସୁନ୍ଦରପଦା ସ୍ଥିତ ଶର୍ମିଷ୍ଠାର ସମ୍ପୂର୍ଣ୍ଣା ପେପେର ଅଫିସରେ ପହଞ୍ଚି ଖୋଳତାଡ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ପୂର୍ବରୁ ନୟାଗଡ, ଭଦ୍ରକ ଏବଂ କ୍ରାଇମ୍ ସ୍ପଟରେ ସିନ୍ ରିକ୍ରିଏସନ ପରେ ଆଜି ଶର୍ମିଷ୍ଠାର ସମ୍ପୂର୍ଣ୍ଣା ଅଫିସରେ ରେଡ କରିଛି କ୍ରାଇମବ୍ରାଞ୍ଚ ଟିମ୍ ।

Manas Murder Case: ଶର୍ମିଷ୍ଠା ୱେବ ଚ୍ୟାନେଲ ଅଫିସରେ କ୍ରାଇମବ୍ରାଞ୍ଚର ଖୋଳତାଡ

ସୂଚନା ଅନୁଯାୟୀ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ସମ୍ପୂର୍ଣ୍ଣା ନ୍ୟୁଜ ଅଫିସରେ ମଧ୍ୟ ଶର୍ମିଷ୍ଠା ରହୁଥିଲା । ଏନେଇ କ୍ରାଇମବ୍ରାଞ୍ଚର ଦୁଇଟି ଟିମ ପହଞ୍ଚି ସେଠାରେ ତଦନ୍ତ ଚଳାଇଛି । ଦୁଇଟି ଟିମ ପହଞ୍ଚି ଅଫିସରେ ଖୋଳତାଡ କରିବା ସହ ଶର୍ମିଷ୍ଠାର ତଥ୍ୟ ଆଧାରରେ କିଛି ପ୍ରମାଣ ଯୋଗାଡ଼ କରୁଛି କ୍ରାଇମବ୍ରାଞ୍ଚ ।

ଶର୍ମିଷ୍ଠା ୱେବ ଚ୍ୟାନେଲ ଅଫିସରେ କ୍ରାଇମବ୍ରାଞ୍ଚର ଖୋଳତାଡ

ଇତିମଧ୍ୟରେ ରିମାଣ୍ଡରେ ଆସିଥିବା ୪ ଅଭିଯୁକ୍ତ ରଞ୍ଜନ, ଝୁନା ସହ ଶର୍ମିଷ୍ଠା ଓ ନିରଞ୍ଜନର ୫ ଦିନିଆ ରିମାଣ୍ଡ ଅବଧି ସରିଛି । ପୁଣି ଦ୍ବିତୀୟ ଥର ପାଇଁ ରିମାଣ୍ଡରେ ନେବାକୁ ଯୋଜନା କରୁଛି କ୍ରାଇମବ୍ରାଞ୍ଚ୍ ଟିମ୍ । ଏନେଇ ଅଧିକ ସୂଚନା ଦେଉଛନ୍ତ ଆମ ଭୁବନେଶ୍ବର ପ୍ରତିନିଧି ତାପସ ପରିଡା ।

Last Updated : Apr 2, 2022, 7:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.