ETV Bharat / city

ପ୍ରକାଶ ପାଇଲା ସିଏଜି ରିପୋର୍ଟ; ଆଳୁ ମିଶନ ଫେଲ - ବିଧାନସଭାରେ ଉପସ୍ଥାପନ

ବିଧାନସଭାରେ ଉପସ୍ଥାପନ ହେଲା 2017-18 ମସିହାର ଅର୍ଥ ବିନିଯୋଗ ହିସାବ ଓ ଆର୍ଥିକ ସ୍ଥିତି ରିପୋର୍ଟ । ରିପୋର୍ଟ ଉପସ୍ଥାପନା କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ରିପୋର୍ଟରେ ସିଏଜି ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାରଙ୍କ ବହୁ ପ୍ରତିକ୍ଷିତ ଆଳୁ ମିଶନ ଫେଲ ମାରିଛି ।

PHOTO
ଆଳୁ ମିଶନ ଫେଲ
author img

By

Published : Nov 28, 2019, 9:24 PM IST

ଭୁବନେଶ୍ବର: ପ୍ରକାଶ ପାଇଲା ସିଏଜି ରିପୋର୍ଟ । ଏହାସହ ରାଜ୍ୟ ସରକାରଙ୍କ ଅନେକ ଦୋଷ ଦୁର୍ବଳତାକୁ ପଦାକୁ ଆଣିଛନ୍ତି ସିଏଜି । ଆଳୁ ମିଶନ ଫେଲ ମାରିଥିବା ସହ ଶ୍ରମିକ କଲ୍ୟାଣ ପାଣ୍ଠିର ସ୍ୱଳ୍ପ ବିନିଯୋଗ ହୋଇଥିବା କହିଛନ୍ତି । ୨୦୧୮ ମାର୍ଚ୍ଚ ୩୧ ସୁଦ୍ଧା ୮୩୬ ବ୍ୟକ୍ତିଗତ ଜମାଖାତା ମଧ୍ୟରୁ ୫୬୯ ଆକାଉଣ୍ଟ ଟ୍ରେଜେରୀ ଆକାଉଣ୍ଟ ସହ ମେଳ କରାଯାଇଥିଲା । ଅର୍ଥ ବିଭାଗ ଅନାବଶ୍ୟକ ହୋଇପଡିଥିବା ଜମାରାଶି ଗୁଡିକର ସମୀକ୍ଷା କରି ତୁରନ୍ତ ସରକାରଙ୍କ ପାଣ୍ଠିକୁ ପ୍ରେରଣ କରିବା ଦରକାର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଯେଉଁ ବିଭାଗୀୟ ଅଧିକାରୀ ମାନେ ଏହାକୁ ଖିଲାପ କରୁଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସିଏଜି ପରାମର୍ଶ ଦେଇଛନ୍ତି । ଏହା ସହ ରାଜ୍ୟ ଧୀରେ ଧୀରେ ଋଣରେ ବୁଡୁଛି। ଗତ 2017- 18 ମସିହାରେ 1ଲକ୍ଷ୍ୟ 20 ହଜାର କୋଟି ଟଙ୍କାର ବଜେଟ ହୋଇଥିଲା। ମାତ୍ର ସେହି ବର୍ଷ 98 ହଜାର କୋଟି ଟଙ୍କ ଖର୍ଚ୍ଚ ହୋଇଥିବା ସିଏଜି କହିଛନ୍ତି ।

ପୁଣି ସେଥିରେ 12 ହଜାର କୋଟି ଟଙ୍କାର ଋଣ ହୋଇଥିଲା। ଯଦି ବଜେଟ ଅନୁସାରେ ଖର୍ଚ୍ଚ ହୋଇଥାନ୍ତା ତେବେ ଅଧିକ 20 ହଜାର କୋଟି ଟଙ୍କାର ଋଣ ହୋଇଥାନ୍ତା। ସେହି ପରି 30 ଟି ବିଭାଗ 9667 କୋଟି ଟଙ୍କା ଖର୍ଚ୍ଚ କରି ପାରିନାହାଁନ୍ତି। ସେଥି ମଧ୍ୟରୁ ବିପର୍ଯ୍ୟୟ ପରିଚାଳନା ରେ 2604 କୋଟି, ବିଦ୍ୟାଳୟ ଗଣଶିକ୍ଷା 1685 କୋଟି, କୃଷି ବିଭାଗ 930 କୋଟି ଟଙ୍କା ଖର୍ଚ୍ଚ କରିପାରି ନାହାଁନ୍ତି।

ରାଜ୍ୟରେ ଆଳୁ ମିଶନ ଫେଲ ହୋଇଛି। 2015- 16 ଓ 17 -18 ମଧ୍ୟରେ 130 କୋଟି ଅନୁମୋଦନ କରିଥିଲେ। ମାତ୍ର ସେଥିରୁ 26 କୋଟି 65 ଲକ୍ଷ୍ୟ ଖର୍ଚ୍ଚ ହୋଇଛି। 55ଟି ଶୀତଳ ଭଣ୍ଡାର ଖୋଲିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ମାର୍ଚ୍ଚ 2018ସୁଦ୍ଧା ମାତ୍ର 23ଟି ହୋଇପାରିଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ପ୍ରକାଶ ପାଇଲା ସିଏଜି ରିପୋର୍ଟ ।ଏହାସହ ରାଜ୍ୟ ସରକାରଙ୍କ ଅନେକ ଦୋଷ ଦୁର୍ବଳତାକୁ ପଦାକୁ ଆଣିଛନ୍ତି ସିଏଜି ।। ଆଳୁ ମିଶନ ଫେଲ ମାରିଥିବା ସହ ଶ୍ରମିକ କଲ୍ୟାଣ ପାଣ୍ଠିର ସ୍ୱଳ୍ପ ବିନିଯୋଗ ହୋଇଥିବା କହିଛନ୍ତି । ୨୦୧୮ ମାର୍ଚ୍ଚ ୩୧ ସୁଦ୍ଧା ୮୩୬ ବ୍ୟକ୍ତିଗତ ଜମାଖାତା ମଧ୍ୟରୁ ୫୬୯ ଆକାଉଣ୍ଟ ଟ୍ରେଜେରୀ ଆକାଉଣ୍ଟ ସହ ମେଳ କରାଯାଇଥିଲା । ଅର୍ଥ ବିଭାଗ ଅନାବଶ୍ୟକ ହୋଇପଡିଥିବା ଜମାରାଶି ଗୁଡିକର ସମୀକ୍ଷା କରି ତୁରନ୍ତ ସରକାରଙ୍କ ପାଣ୍ଠିକୁ ପ୍ରେରଣ କରିବା ଦରକାର । Body:ଯେଉଁ ବିଭାଗୀୟ ଅଧିକାରୀ ମାନେ ଏହାକୁ ଖିଲାପ କରୁଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସିଏଜି କହିଛନ୍ତି । ଏହି ସହ
ରାଜ୍ୟ ଧୀରେ ଧୀରେ ରୁଣରେ ବୁଡୁଛି। ଗତ 2017- 18 ମସିହାରେ 1ଲକ୍ଷ୍ୟ 20 ହଜାର କୋଟି ଟଙ୍କାର ବଜେଟ୍ ହୋଇଥିଲା। ମାତ୍ର ସେହି ବର୍ଷ 98 ହଜାର କୋଟିତଙ୍କ ଖର୍ଚ୍ଚ ହୋଇଥିଲା। Conclusion:ପୁଣି ସେଥିରେ 12 ହଜାର କୋଟି ଟଙ୍କାର ଋଣ ହୋଇଥିଲା। ଯଦି ବଜେଟ୍ ଅନୁସାରେ ଖର୍ଚ୍ଚ ହୋଇଥାନ୍ତା ତେବେ ଅଧିକ 20 ହଜାର କୋଟି ଟଙ୍କାର ଋଣ ହୋଇଥାନ୍ତା। ସେହି ପରି 30 ଟି ବିଭାଗ 9667 କୋଟି ଟଙ୍କା ଖର୍ଚ୍ଚ କରି ପାରିନାହାଁନ୍ତି। ସେଠୀ ମଧ୍ୟରୁ ବିପର୍ଯ୍ୟୟ ପରିଚାଳନା ରେ 2604 କୋ ଟି, ବିଦ୍ୟାଳୟ ଗଣଶିକ୍ଷା 1685 କୋଟି, କୃଷି ବିଭାଗ 930 କୋଟି ଟଙ୍କା ଖର୍ଚ୍ଚ କରିପାରି ନାହାଁନ୍ତି। ରାଜ୍ୟରେ ଆଳୁ ମିଶନ ଫେଲ୍ ହୋଇଛି। 2015 16 17 18 ମଧ୍ୟରେ 130 କୋଟି ଅନୁମୋଦନ କରିଥିଲେ। ମାତ୍ର ସେଥିରୁ 26 କୋଟି 65 ଲକ୍ଷ୍ୟ ଖର୍ଚ୍ଚ ହୋଇଛି। 55ଟି ଶୀତଳ ଭଣ୍ଡାର ଖୋଲିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ମାର୍ଚ୍ଚ 2018ସୁଦ୍ଧା ମାତ୍ର 23ଟି ହୋଇପାରିଛି
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.