ETV Bharat / city

'ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ବ ଦେବେ ମୁଁ ଗ୍ରହଣ କରିବି' - prafulla malik

ଗତ ସରକାରରେ ଖଣି, ଇସ୍ପାତ ଏବଂ କୋଇଲା ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇ ଥିବେ ବିଧାୟକ ପ୍ରଫୁଲ୍ଲ ମଲ୍ଲିକ ଆଜି କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 29, 2019, 2:24 PM IST

ଭୁବନେଶ୍ବର: ଚଳିତଥର ଢେଙ୍କାନାଳ ଜିଲ୍ଲାରୁ କେବଳ ଜଣେ ବିଧାୟକ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ରହିବାର ସୁଯୋଗ ପାଇଛନ୍ତି । ସେ ହେଉଛନ୍ତି କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକ । ଗତ ସରକାରରେ ଖଣି, ଇସ୍ପାତ ଏବଂ କୋଇଲା ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇ ଥିବେ ଶ୍ରୀ ମଲ୍ଲିକ ଆଜି କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ତେବେ ଶୁଣନ୍ତୁ ଶପଥ ଗ୍ରହଣ ପରେ କ'ଣ ରହିବ ତାଙ୍କର ପ୍ରାଥମିକତା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.