ETV Bharat / city

6 ରାଜ୍ୟକୁ ଅକ୍ସିଜେନ ପଠାଇବା ଘଟଣା, ବିଧାୟକ କହିଲେ ଉଦାରତାର ପରିଚୟ ଦେଇଛନ୍ତି ନବୀନ - ବୈମକେଶ ରାୟ

ମଧ୍ୟପ୍ରଦେଶ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ , ବିହାର, ମହାରାଷ୍ଟ୍ର, ଦିଲ୍ଲୀକୁ ଅକ୍ସିଜେନ ଦେଉଛି ଓଡ଼ିଶା । ଅନ୍ୟ ରାଜ୍ୟକୁ ଅକ୍ସିଜେନ ଯୋଗାଇ ମୁଖ୍ୟମନ୍ତ୍ରୀ ରାଜ୍ୟକୁ ଗର୍ବିତ କରାଇଛନ୍ତି ବୋଲି ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଉଦାରତାର ପରିଚୟ ଦେଇଛନ୍ତି
ମୁଖ୍ୟମନ୍ତ୍ରୀ ଉଦାରତାର ପରିଚୟ ଦେଇଛନ୍ତି
author img

By

Published : Apr 23, 2021, 8:26 PM IST

ଭୁବନେଶ୍ବର: ବର୍ତ୍ତମାନର କୋଭିଡ ପରିସ୍ଥିତିରେ ଓଡିଶା ସରକାର ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ଦେବାକୁ ନେଇ ବିଭିନ୍ନ ମହଲରେ ପ୍ରଶଂସାର ସୁଅ ଛୁଟୁଛି । ମଧ୍ୟପ୍ରଦେଶ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ , ବିହାର, ମହାରାଷ୍ଟ୍ର, ଦିଲ୍ଲୀକୁ ଅକ୍ସିଜେନ ଦେଉଛି ଓଡ଼ିଶା । ଏହାକୁ ନେଇ ପ୍ରତିକ୍ରୟା ରଖିଛନ୍ତି ବିଧାୟକ ବୈମକେଶ ରାୟ ।

ମୁଖ୍ୟମନ୍ତ୍ରୀ ଉଦାରତାର ପରିଚୟ ଦେଇଛନ୍ତି

ଅନ୍ୟ ରାଜ୍ୟକୁ ଅକ୍ସିଜେନ ଯୋଗାଇ ମୁଖ୍ୟମନ୍ତ୍ରୀ ରାଜ୍ୟକୁ ଗର୍ବିତ କରାଇଛନ୍ତି । ପୂର୍ବ ବର୍ଷ ମଧ୍ୟ ଓଡିଶା ଆଗୁଆ ପ୍ରସ୍ତୁତ ଥିଲା । ଏହାସହ ପ୍ରାକୃତିକ ଦୈବିପାକ ବନ୍ୟା ବାତ୍ୟା ସମୟରେ ମଧ୍ୟ ଓଡିଶା ଅନ୍ୟ ରାଜ୍ୟକୁ ସାହାଯ୍ୟ କରିଛି । ଏହା ମୁଖ୍ୟମନ୍ତ୍ରୀଙ୍କ ଉଦାରତାର ପରିଚୟ ବୋଲି ବିଧାୟକ କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.