ETV Bharat / city

ଗ୍ରୀନ ଜୋନରେ ଚାଲିବ ବସ, ବ୍ୟବସ୍ଥା କରୁଛନ୍ତି ସରକାର - Green Zone of odisha

ରାଜ୍ୟର ସବୁ ଗ୍ରୀନ ଜୋନରେ ଚାଲିବ ବସ। ଏନେଇ ବ୍ୟବସ୍ଥା କରିବେ ସରକାର। ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେବେ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

bus will run in Green Zone of odisha
ଗ୍ରୀନ ଜୋନରେ ଚାଲିବ ବସ, ବ୍ୟବସ୍ଥା କରୁଛନ୍ତି ସରକାର
author img

By

Published : May 4, 2020, 3:30 PM IST

ଭୁବନେଶ୍ବର: ରାଜ୍ୟର ସବୁ ଗ୍ରୀନ ଜୋନରେ ଚାଲିବ ବସ। ଏନେଇ ବ୍ୟବସ୍ଥା କରିବେ ସରକାର। ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେବେ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ଗତକାଲି ଘରୋଇ ବସ ଚଳାଇବା କଷ୍ଟକର, ମାଲିକ କ୍ଷତି ସହିବେ ବୋଲି ସଂଘ କହିବା ପରେ ଏନେଇ ଅଧିକ ବିଚାର ବିମର୍ଷ ଚଳାଇଛନ୍ତି ରାଜ୍ୟ ସରକାର। ପରିବହନ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କ ସହିତ ବୈଠକରେ ଆଲୋଚନା କରିଛନ୍ତି।

ବୈଠକରେ ପରେ ଏକ ପ୍ରସ୍ତାବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଯାଇଛି । ମୁଖ୍ୟମନ୍ତ୍ରୀ ଏନେଇ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ମନ୍ତ୍ରୀ । ତେବେ ସିଟ୍‌ ପିଛା କ୍ଷତିପୂରଣ ବାବଦ ଅର୍ଥ ରାଜ୍ୟ ସରକାର ବହନ କରିପାରନ୍ତି ବୋଲି ଏହି ପ୍ରସ୍ତାବରେ ଉଲ୍ଲେଖ ଥିବା ସୂଚନା ମିଳିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.