ETV Bharat / city

ଫ୍ଲାଇଂ ସ୍କ୍ବାର୍ଡ ହାତରେ ନିଶା ବେପାରୀ, ରାଜଧାନୀରୁ ଗିରଫ ହେଲେ କାଳିଆ ବଳିଆ

author img

By

Published : Jun 29, 2022, 11:00 AM IST

ପୁଣି ରାଜଧାନୀରୁ ଜବତ ହେଲା ବ୍ରାଉନସୁଗାର । ୟୁନିଟ 8 ନାରାୟଣି ବସ୍ତିରେ ଚଢାଉ କରି ୨୮୨ଗ୍ରାମର ବ୍ରାଉନସୁଗାର ଜବତ ସହ ୨ଜଣକୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

ଫ୍ଲାଇଂ ସ୍କ୍ବାର୍ଡ ହାତରେ ନିଶା ବେପାରୀ, ରାଜଧାନୀରୁ ଗିରଫ ହେଲେ କାଳିଆ ବଳିଆ
ଫ୍ଲାଇଂ ସ୍କ୍ବାର୍ଡ ହାତରେ ନିଶା ବେପାରୀ, ରାଜଧାନୀରୁ ଗିରଫ ହେଲେ କାଳିଆ ବଳିଆ

ଭୁବନେ୍ଶ୍ବର: ଫ୍ଲାଇଂ ସ୍କ୍ୱାର୍ଡ ହାତରେ ନିଶା ବେପାରୀ । ପୁଣି ରାଜଧାନୀରୁ ଜବତ ହେଲା ବ୍ରାଉନସୁଗାର । ୨୮୨ଗ୍ରାମର ବ୍ରାଉନସୁଗାର ଜବତ କଲା ଫ୍ଲାଇଂ ସ୍କ୍ୱାର୍ଡ । ଏହାସହ ୟୁନିଟ 8 ନାରାୟଣି ବସ୍ତିରେ ଚଢାଉ କରି 2ଜଣକୁ ଗିରଫ କରିଛି ।

ସୂଚନାଅନୁସାରେ, ୟୁନିଟ-8 ନାରାୟଣି ବସ୍ତିରେ ଏକ ଚିକେନ ଦୋକାନ ଆଢୁଆଳରେ ବ୍ରାଉନସୁଗାର ବେପାର କରୁଥିଲେ । ଖବରପାଇ ଗତକାଲି(ମଙ୍ଗଳବାର) ଫ୍ଲାଇଂ ସ୍କ୍ୱାର୍ଡ ବିଭାଗ ଚଢାଉ କରି ୨୮୨ଗ୍ରାମର ବ୍ରାଉନସୁଗାର ଜବତ କରିବା ସହ ଦୁଇ ଭାଇ କାଳିଆ ମହାନ୍ତି ଓ ବଳରାମ ମହାନ୍ତିକୁ ଗିରଫ କରିଛି ଅବକାରୀ ଟିମ । ଏହାସହ ସେମାନଙ୍କ ନିକଟରୁ ୧୫ ହଜାର ଟଙ୍କା ସହ ଏକ TVS ଗାଡିକୁ ମଧ୍ୟ ଜବତ କରାଯାଇଛି । ଚଢାଉବେଳେ ବେପାରର ମାଷ୍ଟରମାଇଣ୍ଡ ସର୍ଦ୍ଦାର ପୋଲିସ ହାତରୁ ଖସି ପଳାଇଛି । ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଏନଡିପିଏସ ଆକ୍ଟରେ କୋର୍ଟ ଚାଲାଣ କରିଛି ଫ୍ଲାଇଂ ସ୍କ୍ୱାର୍ଡ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.