ETV Bharat / city

ପୋଲିସ ଅଧିକାରୀଙ୍କ ଆଚରଣ ମାପିବେ ନବନିଯୁକ୍ତ କମିଶନର

author img

By

Published : Aug 23, 2019, 5:47 PM IST

ଆକ୍ସନ ମୁଡରେ ଟ୍ବିନ ସିଟିର ନବନିଯୁକ୍ତ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ଦାୟିତ୍ବ ନେବା ପରେ ପୁରୁଣା ଢାଞ୍ଚାକୁ ଛାଡି ନୂତନ କାର୍ଯ୍ୟପନ୍ଥାକୁ ଆପଣେଇବାକୁ ସେ ପୋଲିସ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି କେହି ନିର୍ଦ୍ଦେଶ ଅନୁସାରେ, କର୍ତ୍ତବ୍ୟ ପାଳନ ନକରନ୍ତି ତାହେଲେ ଉକ୍ତ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଫଟୋ ସୌଜନ୍ୟ :ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଆକ୍ସନ ମୁଡରେ ଟ୍ବିନ ସିଟିର ନବନିଯୁକ୍ତ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । 1990 ବ୍ୟାଚର ଆଇପିଏସ ଅଫିସର ଦୈତ ନଗରୀର ଦାୟିତ୍ବ ନେବା ପରେ ଉଭୟ ସିଟିର ବିଭିନ୍ନ ଥାନା ପରିଦର୍ଶନ କରିଛନ୍ତି । ପୁରୁଣା ଢାଞ୍ଚାକୁ ଛାଡି ନୂତନ କାର୍ଯ୍ୟପନ୍ଥାକୁ ଆପଣେଇବାକୁ ସେ ପୋଲିସ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, ଭୁବନେଶ୍ବର

ଅଭିଯୋଗକାରୀଙ୍କ ମନରୁ ପୋଲିସ ପ୍ରତି ଥିବା ନକରାତ୍ମକ ଭାବନାକୁ ଦୂର କରିବା ତାଙ୍କର ଏହି ଥାନା ପରିଦର୍ଶନର ମୁଖ୍ୟ ଉଦ୍ଦେଶ୍ୟ । ପ୍ରତ୍ୟେକ ଅଧିକାରୀଙ୍କ ସହ ସେ ବିଭିନ୍ନ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିବେ । ଯଦି କେହି କମିଶନରଙ୍କ ନିର୍ଦ୍ଦେଶ ଅନୁସାରେ, କର୍ତ୍ତବ୍ୟ ପାଳନ ନକରନ୍ତି ତାହେଲେ ଉକ୍ତ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

8ଟି ମାନଦଣ୍ଡ ଉପରେ ପୋଲିସ କର୍ମଚାରୀଙ୍କ ବିଚାର ଉପରେ ବିବେଚନା କରାଯିବ । ଖାଲି ଭଦ୍ର ବ୍ୟବହାର ନୁହେଁ ପୋଲିସର ଚିନ୍ତାଧାରା, ବ୍ୟବସ୍ଥା ଓ ଆଚରଣରେ କିଭଳି ଭାବେ ପରିବର୍ତ୍ତନ ହେବ ସେ ନେଇ ଏକ ପ୍ରଶିକ୍ଷଣ ଦିଆଯିବ । ଯାହା ଆସନ୍ତା ସେପ୍ଟେମ୍ବର 1 ତାରିଖରୁ ସେମାନଙ୍କ ଉପରେ ଲାଗୁ କରାଯିବ ବୋଲି ସୁଧାଂଶୁ ଷଡଙ୍ଗୀ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:
ସଫଳତା ପାଇଁ ଆଚରଣରେ ପରିବର୍ତ୍ତନ କର ନହେଲେ କାର୍ଯ୍ୟାନୁଷ୍ଠାନ।

ଦ୍ୱୈତ ନଗରୀର ପୋଲିସ କମିଶନର ଦାୟିତ୍ୱ ନେବା ଦିନରୁ ଆକ୍ସନ ମୁଡ ରେ ଅଛନ୍ତି। ଦାଇତ୍ୱ ନେବା ପରେ କଟକ ଭୁବନେଶ୍ୱର ର ବିଭିନ୍ନ ଥାନା ବୁଲି ଦେଖିଛନ୍ତି। ପୁରୁଣା ଢାଞ୍ଚା କୁ ଛାଡି ନୂତନ କାର୍ଯ୍ୟ ପନ୍ଥା କୁ ଅପଣାଇବା ପାଇଁ ନିର୍ଦେଶ ଦେଇଛନ୍ତି। ଯେଉଇଁ ପୋଲିସ କର୍ମଚାରୀଙ୍କ ଆଚରଣରେ ପରିବର୍ତ୍ତନ ନକରିପାରିଲେ ସେମାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Body:

ନୂତନ ପୋଲିସ କମିଶନରଙ୍କ ବିଭିନ୍ନ ଥାନା ଗସ୍ତ ପଛରେ ବିଭିନ୍ନ ଉଦେଶ୍ୟ ରହିଛି। ଯାହା ଅଭିଯୋଗକାରୀଙ୍କ ମନରୁ ପୋଲିସ ପ୍ରତି ଥିବା ନାକାରାମକ ଭାବନାକୁ ଦୂର କରିବା। ସଠିକ ଭାବରେ ପୋଲିସ କର୍ମଚାରୀଙ୍କୁ ପୋଲିସ କମିଶନରଙ୍କ ନିର୍ଦେଶ କ୍ରମେ କର୍ତ୍ତବ୍ୟ ପାଳନ କରିବାକୁ ନିର୍ଦେଶ ଦେଇଛନ୍ତି। ପ୍ରତ୍ୟକ ଅଧିକାରୀଙ୍କୁ ବିଭିନ୍ନ କାର୍ଯ୍ୟା ପନ୍ଥା ଉଅପରେ ଆଲୋଚନ କରାଯିବ।
ଯଦି କୌଣସି ପୋଲିସ କର୍ମଚାରୀ ଏହାର ବିଚାର ଧାରା କୁ ସୁଧାର ନ ଆଣିପାରିବେ ସେ ନେଇ ଉକ୍ତ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଠ ଟି ମାନ ଦଣ୍ଡ ଉପରେ ପୋଲିସ କର୍ମଚାରୀଙ୍କ ବିଚାର ଉପରେ ବିବେଚନା କରାଯିବ। ଖାଲି ଭଦ୍ର ବ୍ୟବହାର କରିଲେ ହବନି ତା ସହ ଏକ ପ୍ରଶିକ୍ଷାଣ ମଧ୍ୟ କରାଯିବ ଆଗାମୀ ଦିନରେ ବ୍ୟବସ୍ଥା କରାଯିବ। ପୋଲିସ ର ଚିନ୍ତା ଧାରା, ବ୍ୟବସ୍ଥା, ଓ ଆଚରଣରେ ପରିବର୍ତ୍ତନ କିପରି ଭାବରେ ପରିବର୍ତ୍ତନ ହେବ ସେ ନେଇ ଆସନ୍ତା ସେପ୍ଟେମ୍ବର 2 ତାରିଖରୁ ବ୍ୟବସ୍ଥାପିତ କରାଯିବ ବୋଳି ଡ଼ଃ ସୁଧାଂଶୁ ଷଡଙ୍ଗୀ କହିଛନ୍ତି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.