ETV Bharat / city

ବିଏମସି ପକ୍ଷରୁ ପଲିଥିନ୍ ପ୍ଲାଣ୍ଟରେ ଚଢାଉ: 1 ଟନରୁ ଊର୍ଦ୍ଧ୍ବ ପଲିଥିନ୍ ଜବତ

author img

By

Published : Jan 28, 2020, 2:11 PM IST

Updated : Jan 28, 2020, 2:27 PM IST

ପୁଣି ସ୍ମାର୍ଟସିଟି ଭୁବନେଶ୍ବରରେ ମିଳିଲା ମାଳ ମାଳ ପଲିଥିନ। ବିଏମସି ପକ୍ଷରୁ ପଲିଥିନ ଉତ୍ପାଦିତ ପ୍ଲାଣ୍ଟ ଉପରେ ଚଢାଉ କରାଯାଇ ପ୍ରାୟ ୧ ଟନରୁ ଊର୍ଦ୍ଧ୍ବ ପଲିଥିନ ଜବତ।

bmc-raid-in-polythene-industry-bhubaneswar
ସ୍ମାର୍ଟସିଟି ଭୁବନେଶ୍ବରରେ ବିପୁଳ ମାତ୍ରାରେ ପଲିଥିନ ଜବତ

ଭୁବନେଶ୍ବର: ପୁଣି ସ୍ମାର୍ଟସିଟିରେ ମିଳିଲା ମାଳ ମାଳ ପଲିଥିନ । ବିଏମସି ପକ୍ଷରୁ ପଲିଥିନ ଉତ୍ପାଦିତ ପ୍ଲାଣ୍ଟ ଉପରେ ଚଢାଉ କରାଯାଇ ପ୍ରାୟ ୧ ଟନରୁ ଊର୍ଦ୍ଧ୍ବ ପଲିଥିନ ଜବତ।

ମଙ୍ଗଳବାର ଭୁବନେଶ୍ବର ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଥିବା ପୋଲିକେମ ଇଣ୍ଡିଆ ନାମକ ଏକ ସି ଫୁଡ଼ ପ୍ୟାକେଜିଙ୍ଗ ପଲିଥିନ ଉତ୍ପାଦନ ୟୁନିଟକୁ ବିଏମସି ସେଣ୍ଟ୍ରାଲ ସ୍କାର୍ଡ ପକ୍ଷରୁ ଚଢ଼ାଉ କରାଯାଇଛି । ପ୍ରାୟ ୧ ଟନ ସି ଫୁଡ଼ ପ୍ୟାକିଙ୍ଗ ପଲିଥିନ ଜବତ କରାଯାଇଛି। ବିଏମସି ସ୍କାର୍ଡ,ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଏବଂ ସ୍ଥାନୀୟ ପୋଲିସ ପକ୍ଷରୁ ମିଳିତ ଚଢ଼ାଉ ଜାରି ରହିଛି।

ସ୍ମାର୍ଟସିଟି ଭୁବନେଶ୍ବରରେ ବିପୁଳ ମାତ୍ରାରେ ପଲିଥିନ ଜବତ

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପୋଲିକେମ ଇଣ୍ଡିଆ ନାମକ ଏକ ପଲିଥିନ ଉତ୍ପାଦନକାରୀ ସଂସ୍ଥାର ନା ଅଛି କୌଣସି ପ୍ରମାଣପତ୍ର ନା ଅଛି ଟ୍ରେଡ଼ ଲାଇସେନ୍ସ ନା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ସାର୍ଟିଫିକେଟ। ଏଭଳି ବେଆଇନ ପଲିଥିନ ଉତ୍ପାଦନ ପ୍ଲାଣ୍ଟ ନେଇ ଚିନ୍ତାରେ ବିଏମସି। ବିଏମସି ସେଣ୍ଟ୍ରାଲ ସ୍କାର୍ଡ ସ୍ଥାନୀୟ ପୋଲିସ ସହାୟତାରେ ଆଜି ମଧ୍ୟାହ୍ନରେ ଏକ ନିର୍ଦ୍ଧିଷ୍ଟ ସୂତ୍ରରୁ ଖବର ପାଇ ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଥିବା ପ୍ଲଟ ନଂ-୧୪୩,ପୋଲିକେମ ଇଣ୍ଡିଆ ପ୍ଲାଣ୍ଟ କାର୍ଯ୍ୟାଳୟରେ ଚଢ଼ାଉ କରି ବିପୁଳ ପରିମାଣର ପଲିଥିନ ଜବତ କରିଛି।ଏହି ଚଢ଼ାଉରେ ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ଼ ସାମିଲ ହୋଇଥିଲେ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:breaking breaking breaking ପଲିଥିନ କଟକଣା ଉପରେ ଗୁରୁତ୍ୱ।

Body:ପୁଣି ସ୍ମାର୍ଟସିଟି ଭୁବନେଶ୍ୱରରେ ମିଳିଲା ମାଳ ମାଳ ପଲିଥିନ।ବିଏମସି ପକ୍ଷରୁ ପଲିଥିନ ଉତ୍ପାଦିତ ପ୍ଲାଣ୍ଟ ଉପରେ ରେଡ଼,ପ୍ରାୟ ୧ ଟନ ରୁ ଉର୍ଧ୍ବ ପଲିଥିନ ଜବତ। ମଙ୍ଗଳବାର ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ପୋଲିକେମ ଇଣ୍ଡିଆ ନାମକ ଏକ ସି ଫୁଡ଼ ପ୍ୟାକେଜିଙ୍ଗ ପଲିଥିନ ଉତ୍ପାଦନ ୟୁନିଟକୁ ବିଏମସି ସେଣ୍ଟ୍ରାଲ ସ୍କ୍ୱାର୍ଡ ପକ୍ଷରୁ ଚଢ଼ାଉ କରାଯାଇ ପ୍ରାୟ ୧ ଟନ ସି ଫୁଡ଼ ପ୍ୟାକିଙ୍ଗ ପଲିଥିନ ଜବତ କରାଯାଇଛି।ବିଏମସି ସ୍କ୍ୱାର୍ଡ,ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଏବଂ ସ୍ଥାନୀୟ ପୋଲିସ ପକ୍ଷରୁ ମିଳିତ ଚଢ଼ାଉ ଜାରି ରହିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପୋଲିକେମ ଇଣ୍ଡିଆ ନାମକ ଏକ ପଲିଥିନ ଉତ୍ପାଦନ କାରୀ ସଂସ୍ଥାର କୌଣସି ପ୍ରମାଣପତ୍ର ନାହିଁ, ନା ଅଛି ଟ୍ରେଡ଼ ଲାଇସେନ୍ସ ନା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ସାର୍ଟିଫିକେଟ।ଏଭଳି ବେଆଇନ ପଲିଥିନ ଉତ୍ପାଦନ ପ୍ଲାଣ୍ଟ ନେଇ ଚିନ୍ତାରେ ବିଏମସି।ବିଏମସି ସେଣ୍ଟ୍ରାଲ ସ୍କ୍ୱାର୍ଡ ସ୍ଥାନୀୟ ପୋଲିସ ସହାୟତା ରେ ଆଜି ମଧ୍ୟାହ୍ନରେ ଏକ ନିର୍ଦ୍ଧିଷ୍ଟ ସୂତ୍ରରୁ ଖବର ପାଇ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ପ୍ଲଟ ନଂ-୧୪୩,ପୋଲିକେମ ଇଣ୍ଡିଆ ପ୍ଲାଣ୍ଟ କାର୍ଯ୍ୟାଳୟରେ ଚଢ଼ାଉ କରି ବିପୁଳ ପରିମାଣର ପଲିଥିନ ଜବତ କରିଛି।ପରେ ଚଢ଼ାଉରେ ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ଼ ସାମିଲ ହୋଇଥିଲେ।

Conclusion:
Last Updated : Jan 28, 2020, 2:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.