ETV Bharat / city

ଜୁନ 25 ଯାଏଁ ବାପୁଜୀ ନଗର ଓ ୟୁନିଟ 4 ମାଛ ମାର୍କେଟ ବନ୍ଦ

କୋଭିଡ ସଂକ୍ରମଣ ପାଇଁ ବାପୁଜୀ ନଗର ଓ ୟୁନିଟ ୪ ଆମିଷ ମାର୍କେଟକୁ ଜୁନ ୨୫ ପର୍ଯ୍ୟନ୍ତ ବନ୍ଦ କଲା ବିଏମସି। ଅଧିକ ପଢନ୍ତୁ...

ବାପୁଜୀ ନଗର ଓ ୟୁନିଟ 4 ମାଛ ମାର୍କେଟକୁ ବନ୍ଦ କଲା ବିଏମସି

author img

By

Published : Jun 18, 2021, 9:21 PM IST

ଭୁବନେଶ୍ବର: କୋଭିଡ ସଂକ୍ରମଣ ପାଇଁ ବାପୁଜୀ ନଗର ଓ ୟୁନିଟ ୪ ଆମିଷ ମାର୍କେଟକୁ ଜୁନ ୨୫ ପର୍ଯ୍ୟନ୍ତ ବନ୍ଦ କଲା ବିଏମସି। ଏନେଇ ଏକ ନିର୍ଦ୍ଦେଶନାମା ଜାରି କରିଛି ବିଏମସି।

ବାପୁଜୀ ନଗର ଓ ୟୁନିଟ 4 ମାଛ ମାର୍କେଟକୁ ବନ୍ଦ କଲା ବିଏମସି
ବାପୁଜୀ ନଗର ଓ ୟୁନିଟ 4 ମାଛ ମାର୍କେଟକୁ ବନ୍ଦ କଲା ବିଏମସି

ଲକଡାଉନ ସମୟରେ କୋଭିଡ ନିୟମ ପାଳନ ହେଉନଥିବା ଅଭିଯୋଗରେ ଶୁକ୍ରବାର ଭୋର ସମୟରେ ୟୁନିଟ ୪ ଆମିଷ ମାର୍କେଟରେ ବିଏମସି ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ଓ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା।

ସେହିପରି ବ୍ୟବସାୟିକ ପେଣ୍ଠସ୍ଥଳ ବାପୁଜୀ ନଗରରେ ମଧ୍ୟ ସମାନ ଅବସ୍ଥା ପରିଲକ୍ଷିତ ହୋଇଛି । ଫଳରେ ବିଏମସି ପକ୍ଷରୁ ବାପୁଜୀ ନଗର ଓ ୟୁନିଟ ୪ ଆମିଷ ହାଟକୁ ଜୁନ ୨୫ ତାରିଖ ପର୍ଯ୍ୟନ୍ତ ବନ୍ଦ ନିର୍ଦ୍ଦେଶ ଦେଇଛି ବିଏମସି। ତେବେ ବାପୁଜୀ ନଗର ଓ ୟୁନିଟ ୪ରେ ଅତ୍ୟାବଶ୍ୟକୀୟ ଦୋକାନ ବଜାର ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.