ETV Bharat / city

ବିଏମସି ପାଳିଲା ସ୍ବାୟତ୍ତ ଶାସନ ଦିବସ

author img

By

Published : Aug 31, 2019, 10:32 AM IST

ଆଜି ରାଜ୍ୟପାଳୁଛି 152ତମ ସ୍ବାୟତ୍ତ ଶାସନ ଦିବସ । ସ୍ବାୟତ୍ତ ଶାସନ ଦିବସ ଉପଲକ୍ଷେ ବିଏମସିରେ ପତାକା ଉତ୍ତୋଳନ କଲେ ବିଏମସି ପ୍ରଶାସକ ସଂଗ୍ରାମଜିତ ନାୟକ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଆଜି ରାଜ୍ୟ ପାଳୁଛି 152ତମ ସ୍ବାୟତ୍ତ ଶାସନ ଦିବସ । ସ୍ବାୟତ୍ତ ଶାସନ ଦିବସ ଉପଲକ୍ଷେ ବିଏମସିରେ ପତାକା ଉତ୍ତୋଳନ କଲେ ବିଏମସି ପ୍ରଶାସକ ସଂଗ୍ରାମଜିତ ନାୟକ । ଲୋକଙ୍କ ନିକଟତର ହେବାକୁ ଦେଲେ ଆହ୍ବାନ। ସରକାରୀ କାର୍ଯ୍ୟରେ ୫ଟିକୁ ଗୁରୁତ୍ବ ଦେବାକୁ ପ୍ରଥମ କର୍ତ୍ତବ୍ୟ ବୋଲି ସେ କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଚଳିତ ବର୍ଷ ନୂଆ ନୂଆ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବିଏମସି ପ୍ରଶାସକ । ଏହାସହ ଭୁବନେଶ୍ବର ମହାନଗର ନିଗମ କିଛି ନୂଆ ଉପହାର ଭେଟି ଦେବ ବୋଲି ଜଣାପଡିଛି । ମୁଖ୍ୟମନ୍ତ୍ରୀ 121ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ଭୁବନେଶ୍ବର କିପରି ଆବର୍ଜନା ମୁକ୍ତ ହେବ ଏ ନେଇ ଗୁରୁତ୍ବ ଦିଆଯିବ । ସ୍ମାର୍ଟସିଟିକୁ ସୁନ୍ଦର ଭାବରେ ଗଢି ତୋଳିବା ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବିଏମସି ପ୍ରଶାସକ ସଂଗ୍ରାମଜିତ ନାୟକ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ବିଏମସିରେ ସ୍ୱାୟତ ଶାସନ ଦିବସ ପାଳିତ

Body:ସ୍ୱାୟତ ଶାସନ ଦିବସ ଉପଲକ୍ଷେ ବିଏମସିରେ ପତାକା ଉତ୍ତୋଳନ କଲେ ବିଏମସି ପ୍ରଶାସକ ସଂଗ୍ରାମଜିତ ନାୟକ।ଲୋକଙ୍କ ନିକଟତର ହେବାକୁ ଦେଲେ ଆହ୍ୱାନ।ସରକାରୀ କାର୍ଯ୍ୟରେ ୫ ଟି କୁ ଗୁରୁତ୍ୱ ଦେବାକୁ ପ୍ରଥମ କର୍ତ୍ତବ୍ୟ ବୋଲି କହିଲେ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.