ETV Bharat / city

ଭୁବନେଶ୍ୱରରେ ପୁଣି 12ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କଲା BMC

author img

By

Published : Jan 10, 2022, 10:27 PM IST

ଭୁବନେଶ୍ୱରରେ ବଢିବାରେ ଲାଗିଛି କୋଭିଡ ସଂକ୍ରମଣ । ପୁଣି 12ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କଲା BMC । ଅଧିକ ପଢନ୍ତୁ

ଭୁବନେଶ୍ୱରରେ ପୁଣି 12ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କଲା BMC
ଭୁବନେଶ୍ୱରରେ ପୁଣି 12ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କଲା BMC

ଭୁବନେଶ୍ବର: ଭୁବନେଶ୍ୱରରେ ପୁଣି 12ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କଲା ବିଏମସି । ବିଏମସିର ଦକ୍ଷିଣ-ପୂର୍ବ ଜୋନ ପକ୍ଷରୁ 6ଟି କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଗୋଟିଏ ସ୍ଥାନରୁ ଏକାଧିକ ସଂକ୍ରମିତ ଚିହ୍ନଟ ହେବା ପରେ ଏହି ଘୋଷଣା କରିଛି ମହାନଗର ନିଗମ । ବିଏମସିର ସମ୍ପୃକ୍ତ 3ଟି ଜୋନର ଡେ଼ପୁଟି କମିଶନରଙ୍କ ଦ୍ୱାରା ଘୋଷଣା କରାଯାଇଛି ।

ତେବେ ଦକ୍ଷିଣ ପୂର୍ବ ଜୋନର କଣ୍ଟେନମେଣ୍ଟ ଜୋନ ଗୁଡିକ ହେଲା

1. ସହିଦ ନଗର ପ୍ଲଟ ନମ୍ବର 531
2. ୟୁନିଟ2 ଅଶୋକ ନଗର IVA-21/1 ରୋଡ-15
3. ସୁନ୍ଦରପଦା ଆଜାଦ ନଗର ପ୍ଲଟ ନମ୍ବର 2537/2588
4. ଝାରପଡା ଖୁସି କ୍ଲାସିକ ଆପାର୍ଟମେଂଟ ଫ୍ଲାଟ 2D
5. ଓଲଡ଼ ଟାଉନ ମହତାବ ରୋଡ ପ୍ଲଟ ନମ୍ବର 166
6. ଭୀମଟାଙ୍ଗୀ ହାଉସିଂବୋର୍ଡ଼ କଲୋନୀ ପ୍ଲଟ ନମ୍ବର 107

ସେହିପରି ନର୍ଥ ଜୋନରେ 4ଟି ଏବଂ ଦକ୍ଷିଣ ପଶ୍ଚିମ ଜୋନରେ 2ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । BMC ନର୍ଥ ଜୋନରେ ରସୁଲଗଡ଼ ବ୍ରାଇଟ ରେସିଡେନସି ଫ୍ଲାଟ ନମ୍ବର A1-304, ରସୁଲଗଡ଼, GGP କଲୋନୀ ଶବର ସାହି, ନହରକଣ୍ଟା କେନାଲ ରୋଡ ତ୍ରିନାଥ ମନ୍ଦିର ପାଖ ପ୍ଲଟ ନମ୍ବର 657/109 ରଘୁନାଥପୁର GN-GRNC, ମଣି ତ୍ରିଭୁନ ଆପାର୍ଟମେଣ୍ଟକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ସେହିପରି ଦକ୍ଷିଣ-ପଶ୍ଚିମ ଜୋନ ମଧ୍ୟରେ ପାତ୍ରପଡା କଳିଙ୍ଗବିହାର ପ୍ଲଟ ନମ୍ବର HIG-4 ଏବଂ ଗଣେଶ ନଗର ଗଣ୍ଡମୁଣ୍ଡା ପ୍ଲଟ ନମ୍ବର 63କୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.