ETV Bharat / city

ସମିତି ସଭ୍ୟଙ୍କୁ ଧମକ ଓ ପ୍ରଭାବିତ ଅଭିଯୋଗକୁ ବିଜେଡିର ଖଣ୍ଡନ

ଆସନ୍ତାକାଲି ବ୍ଲକ ଅଧ୍ୟକ୍ଷ 13 ରେ ଜିଲ୍ଲା ପରିଷଦ ଅଧକ୍ଷ ନିର୍ବାଚନ ହେବ । ନିର୍ବାଚନ ପୂର୍ବରୁ 90 ପ୍ରତିଶତରୁ ଅଧିକ ବ୍ଲକ ଦଖଲ କରିବ ବୋଲି ବିଜେଡି ଆକଳନ କରିଛି । ସମିତି ସଭ୍ୟଙ୍କୁ ଧମକ ଓ ପ୍ରଭାବିତ କରିବା ଅଭିଯୋଗକୁ ଖଣ୍ଡନ କରିଛି ଦଳ। ଅଧିକ ପଢନ୍ତୁ

author img

By

Published : Mar 11, 2022, 10:32 PM IST

ଦେବୀ ମିଶ୍ର
ଦେବୀ ମିଶ୍ର

ଭୁବନେଶ୍ବର: ଆସନ୍ତାକାଲି ବ୍ଲକ ଅଧ୍ୟକ୍ଷ 13ରେ ଜିଲ୍ଲା ପରିଷଦ ଅଧକ୍ଷ ନିର୍ବାଚନ ହେବ । ନିର୍ବାଚନ ପୂର୍ବରୁ 90 ପ୍ରତିଶତରୁ ଅଧିକ ବ୍ଲକ ଦଖଲ କରିବ ବୋଲି ବିଜେଡି ଆକଳନ କରିଛି । ସମିତି ସଭ୍ୟଙ୍କୁ ଧମକ ଓ ପ୍ରଭାବିତ କରିବା ଅଭିଯୋଗକୁ ଖଣ୍ଡନ କରିଛି ଦଳ।

ସମିତି ସଭ୍ୟଙ୍କୁ ଧମକ ଓ ପ୍ରଭାବିତ ଅଭିଯୋଗକୁ ବିଜେଡିର ଖଣ୍ଡନ

ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି , ପଞ୍ଚାୟତ ନିର୍ବାଚନରେ 90 ଭାଗ ଜିଲ୍ଲା ପରିଷଦ ଜୋନ ବିଜେଡି ଦଖଲ କରିଥିଲା । ଲୋକ ଆଶୀର୍ବାଦ ଦେଇଥିଲେ । ତାହା ହିଁ ଚେୟାରମେନ ନିର୍ବାଚନରେ ପ୍ରତିଫଳିତ ହେବ । ତେଣୁ ସେହି ହିସାବରେ, 90 ପ୍ରତିଶତ ବା ତାଠାରୁ ଅଧିକ ବ୍ଲକ ଦଖଲ କରିବ ବିଜେଡି । ଯଦିଓ ବ୍ଲକ ଚେୟାରମେନ ନିର୍ଦଳୀୟ ଭିତ୍ତିରେ ହେଉଛି । ନିର୍ଦଳୀୟ ଭିତ୍ତିରେ ସମିତି ସଭ୍ୟ ନିର୍ବାଚିତ ହୋଇଛନ୍ତି ।

ବିଜେଡି କ୍ଷମତାର ଅପବ୍ୟବହାର ଅଭିଯୋଗକୁ ଦୃଢ ଭାବେ ଖଣ୍ଡନ କରିଛନ୍ତି ଦେବୀ । ଯିଏ ସବୁବେଳେ ହାରେ ସେ ଅଭିଯୋଗ କରେ ବୋଲି ଦେବୀ କଟାକ୍ଷ କରିଛନ୍ତି । ବିରୋଧୀ ସବୁବେଳେ ବାହୁବଳ, ସରକାରୀ କଳ ଓ ଅର୍ଥବଳ କଥା କୁହନ୍ତି । ଏହା ତାଙ୍କ ହତାଶ ମନଭାବର ପ୍ରତିଫଳନ । ଆଜିକାଲି କାହାକୁ ଡରେଇବା ବା ଧମକେଇବା ସମ୍ଭବ ନୁହେଁ । ଯାହାର ହୃଦୟରୁ ଭାବନା ନଥିବ ସେ କଦାପି ସମର୍ଥନ କରିବ ନାହିଁ ।

ଭୁବନେଶ୍ବର ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.