ETV Bharat / city

ପୋଲିସକୁ ନାହିଁ ଡର, ଦିନ ଦ୍ବିପ୍ରହରରେ ରାଜଧାନୀରେ ଫୁଟିଲା ଗୁଳି

author img

By

Published : Dec 11, 2020, 12:38 PM IST

Updated : Dec 11, 2020, 1:45 PM IST

ରାଜଧାନୀରେ ଫୁଟିଲା ଗୁଳି
ରାଜଧାନୀରେ ଫୁଟିଲା ଗୁଳି

12:28 December 11

ରାଜଧାନୀରେ ଗର୍ଜିଲା ବନ୍ଧୁକ । ଫାଙ୍କା ଗୁଳିଚାଳନା ପଛରେ କାହାର ହାତ, ଏନେଇ କମିଶନରେଟ ପୋଲିସର ତଦନ୍ତ ଆରମ୍ଭ ।

ଭୁବନେଶ୍ବର: ରାଜଧାନୀରେ ଫୁଟିଲା ଗୁଳି । ତମାଣ୍ଡୋ ଥାନା କଳିଙ୍ଗ ବିହାରର କେ-୪ ଅଂଚଳରେ ଘଟିଛି ଗୁଳିକାଣ୍ଡ । ଜଣେ ଜେଲ୍‌ ଫେରନ୍ତା ଯୁବକଙ୍କୁ ଟାର୍ଗେଟ କରି କରାଯାଇଛି ଗୁଳିଚାଳନା ।  

ଖବର ମୁତାବକ, ବାଇକ୍‌ରେ 3 ଦୁର୍ବୃତ୍ତ ଏହି କାଣ୍ଡ କରି ଫେରାର ହୋଇଯାଇଛନ୍ତି । ତେବେ କେଉଁ କାରଣରୁ ଫାୟାରିଂ ହୋଇଛି ସେନେଇ କମିଶନରେଟ ପୋଲିସ ଖୋଳତାଡ ଆରମ୍ଭ କରି ଦେଇଛି । ତେବେ ଘଟଣାସ୍ଥଳରୁ ପୋଲିସ ଖୋକା ଜବତ କରିଛି । ତେବେ ପୂର୍ବ ଶତୃତାକୁ କେନ୍ଦ୍ର କରି ଗୁଳିକାଣ୍ଡ ହୋଇଥିବା ପୋଲିସ ସନ୍ଦେହ କରିଛି ।  

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Dec 11, 2020, 1:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.