ETV Bharat / city

cheer4India, ଓଡିଶାର 1 ଲକ୍ଷ ଯୁବପିଢିଙ୍କୁ ଯୋଡିବ ବିଜେପି ଯୁବ ମୋର୍ଚ୍ଚା - ଟୋକିଓ ୨୦୨୦

ଅଲମ୍ପିକ୍ସରେ ଭାଗ ନେଇଥିବା ସମସ୍ତ ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଅଧିକ ପଢନ୍ତୁ...

ଟୋକିଓ ଅଲମ୍ପିକ୍ସଙ୍କ ପାଇଁ cheer for India ଅଭିଯାନ ଆରମ୍ଭ

author img

By

Published : Jul 23, 2021, 3:35 PM IST

ଭୁବନେଶ୍ବର: ସୁବ ଅପେକ୍ଷାର ଅନ୍ତ ହୋଇଛି । ଆରମ୍ଭ ହୋଇଯାଇଛି ଟୋକିଓ ୨୦୨୦ । ଅଲମ୍ପିକ୍ସରେ ଭାଗ ନେଇଥିବା ସମସ୍ତ ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି ।

ଟୋକିଓ ଅଲମ୍ପିକ୍ସଙ୍କ ପାଇଁ cheer for India ଅଭିଯାନ ଆରମ୍ଭ

ଓଡିଶାରେ ଖେଳରେ ଅନେକ ଖେଳାଳି ନାଁ କରିଛନ୍ତି । ଟୋକିଓ ଅଲମ୍ପିକ୍ସରେ ଓଡିଶାରୁ 4ଜଣ ଖେଳାଳି ସ୍ଥାନ ପାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ #cheer୪india Be like an olympian କ୍ୟାମ୍ପେନ ଆରମ୍ଭ ହୋଇଛି । cheer୪india.bjym ୱେବସାଇଟକୁ ଯାଇ ଅଲିମ୍ପିକ୍ସ ଖେଳାଳିମାନଙ୍କୁ ଉତ୍ସାହିତ କରିବା ପାଇଁ ବିଜେପି ଯୁବମୋର୍ଚ୍ଚା ଆହ୍ବାନ କରିଛି ।

ଓଡିଶାରୁ 1 ଲକ୍ଷ ଯୁବକ ଯୁବତୀମାନଙ୍କୁ ଏହି କ୍ୟାମ୍ପେନ ମାଧ୍ୟମରେ ଯୋଡିବାର ଲକ୍ଷ୍ୟ ରଖିଛି ବିଜେପି ଯୁବ ମୋର୍ଚ୍ଚା। ଓଡିଶାରେ ଖେଳ ଓ ଖେଳାଳିଙ୍କର କିପରି ଉନ୍ନତି ହେବ ସେ ଦିଗରେ ବିଜେପି ଯୁବମୋର୍ଚ୍ଚା ସବୁବେଳେ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ବିଜେପି ଯୁବ ମୋର୍ଚ୍ଚା ସଭାପତି ଈରାଶିଷ ଆଚାର୍ଯ୍ୟ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.