ETV Bharat / city

ଜାଗା ମିଶନକୁ ନେଇ ବର୍ଷିଲା ବିଜେପି - ଜାଗା ମିଶନ

ରାଜ୍ୟ ସରକାରଙ୍କ ଜାଗା ମିଶନକୁ ନେଇ ବର୍ଷିଲା ରାଜ୍ୟ ବିଜେପି । ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ କାରନାମା ପର୍ଦାଫାସ କଲା ଦଳ ।

PHOTO
ଜାଗା ମିଶନକୁ ନେଇ ବର୍ଷିଲା ବିଜେପି
author img

By

Published : Dec 12, 2019, 8:54 PM IST

ଭୁବନେଶ୍ବର: ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ଯୋଗାଇ ବିଶ୍ବର ଦୃଷ୍ଟି ଆକର୍ଷଣ କରିବା ସହିତ ଆନ୍ତର୍ଜାତୀୟ ସ୍ତରରେ ଓଡିଶା ସରକାର ପୁରସ୍କୃତ ହୋଇଛନ୍ତି । ରାଜ୍ୟ ସରକାରଙ୍କ ଏହି ବାଃବାଃକୁ ନେଇ ବର୍ଷିଛି ରାଜ୍ୟ ବିଜେପି ।

ଜାଗା ମିଶନକୁ ନେଇ ବର୍ଷିଲା ବିଜେପି

ବିଜେପି ଅଭିଯୋଗ କରିଛି ଜାଗା ମିଶନ ନାଁରେ ରାଜ୍ୟବାସୀଙ୍କୁ ଧୋକା ଦେଇଛନ୍ତି ରାଜ୍ୟ ସରକାର । ପୁରସ୍କାର କେବଳ ପ୍ରଚାର ସର୍ବସ୍ବ ,ତଥ୍ୟ ଅନୁସାରେ ଜାତିସଂଘ ଏହି ପୁରସ୍କାର ବା ସ୍ବୀକୃତି ଦେଇନାହିଁ। ଜାତିସଂଘ ଦ୍ବାରା ଅନୁବନ୍ଧିତ ଏକ ସଂସ୍ଥା ୱାର୍ଲ୍ଡ ହାବିଟାଟ ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି । ହେଲେ ରାଜ୍ୟ ସରକାର ଓଡିଶାବାସୀଙ୍କୁ ମିଛ କହି ଭୁତାଉଛନ୍ତି , ଏଭଳି ଅଭିଯୋଗ ଆଣିଛନ୍ତି ବିଜେପି ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ।

ସେ ଆହୁରି ଅଭିଯୋଗ କରିଛନ୍ତି ପୂର୍ବରୁ କହିଥିଲେ ଜାଗା ମିଶନରେ ୧୦ ଲକ୍ଷ ଲୋକଙ୍କୁ ଏଥିରେ ସାମିଲ କରାଯାଇଛି , କିନ୍ତୁ ପୁରସ୍କାର ପାଇଁ ୧୮ ଲକ୍ଷ ଲୋକଙ୍କ ତାଲିକା ଦିଆଯାଇଛି। ଖାଲି ସେତିକି ନୁହେଁ ଦଳୀୟ ଆଧାରରେ ଜାଗା ମିଶନରେ ଜାଗା ଦେବା ଲାଗି ସରକାର ପ୍ରୟାସ କରିଛନ୍ତି। ରାଜ୍ୟରେ 5ଟି ର ଡିଣ୍ଡିମ ପିଟୁଥିବା ଟେକ୍ନୋଲୋଜିର କଥା କହୁଥିବା ବେଳେ ଜାଗା ମିଶନ ସାଇଟ କାହିଁକି ଖୋଲୁନାହାଁନ୍ତି । ସବୁ ମିଛ ପ୍ରଚାର। ଏଯାଏ ଜଣକୁ ବି ଖଣ୍ଡିଏ ଜାଗା ମିଳିନାହିଁ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ଜାଗା ମିଶନ କୁ ନେଇ ବିଜେପି ର ସାମ୍ବାଦିକ ସମ୍ମିଳନୀ।

Body:ଜାଗା ମିଶନକୁ ନାଁରେ ରାଜ୍ୟ ବାସୀଙ୍କୁ ଧୋକା ଦେଇଛନ୍ତି ରାଜ୍ୟ ସରକାର ,ପୁରସ୍କାର କେବଳ ପ୍ରଚାର ସର୍ବସ୍ବ ,ତଥ୍ୟ ଅନୁସାରେ ୟୁଏନ ଏହି ପୁରସ୍କାର ବା ସ୍ୱୀକୃତି ଦେଇନାହିଁ।,ୱାଲଡ଼ ହାବିଟାଟ ସଂସ୍ଥା ପକ୍ଷରୁ ଏହି ପୁରସ୍କାର ହେଲେ ରାଜ୍ୟ ସରକାର ଓଡିଶା ବାସୀଙ୍କୁ ମିଛ କହି ଭୁତାଉଛନ୍ତି ,ଏଭଳି ଅଭିଯୋଗ ଆଣି ବିଜେଡି ସରକାର ଉପରେ ବର୍ଷିଛି ରାଜ୍ୟ ବିଜେପି।ଗୁରୁବାର ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ରାଜ୍ୟ ସରକାର ଙ୍କ ଉପରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂଘାର।ପୂର୍ବରୁ କହିଥିଲେ ଜାଗା ମିଶନ ରେ ୧୦ ଲକ୍ଷ ଲୋକଙ୍କୁ ଏଥିରେ ସାମିଲ କରାଯାଇଛି ,ପୁରସ୍କାର ଲାଗି ୧୮ ଲକ୍ଷ ଲୋକଙ୍କ ତାଲିକା ଦିଆଯାଇଛି।ଖାଲି ସେତିକି ନୁହେଁ ଦଳୀୟ ଆଧାରରେ ଜାଗା ମିଶନ ରେ ଜାଗା ଦେବା ଲାଗି ସରକାର ପ୍ରୟାସ କରିଛନ୍ତି।ରାଜ୍ୟରେ 5ଟ ର ଡିଣ୍ଡିମ ପିଟି ଟେକ୍ନୋଲୋଜିର କଥା କହୁଥିବା ବେଳେ ଜାଗା ମିଶନ ସାଇଟ ଖୋଲୁନାହିଁ ।ସବୁ ମିଛ ପ୍ରଚାର।ଏଯାଏ ଜଣକୁ ବି ଖଣ୍ଡିଏ ଜାଗା ଟେ ଦିଆଯାଇନି ବୋଲି ଲେଖାଶ୍ରୀ କହିଛନ୍ତି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.