ETV Bharat / city

ପରୀ ହତ୍ୟାକାଣ୍ଡ ଘଟଣାରେ ବିଜେପିର ବିଧାନସଭା ଘେରାଉ

author img

By

Published : Nov 27, 2020, 10:14 PM IST

ନୟାଗଡ଼ର ନିଷ୍ପାପ ଶିଶୁ ପରୀ ହତ୍ୟାକାଣ୍ଡକୁ 3 ମାସରୁ ଉର୍ଦ୍ଧ୍ବ ସମୟ ବିତିଗଲାଣି । କିନ୍ତୁ ତାଙ୍କ ପରିବାର ଲୋକଙ୍କୁ ଏପର୍ଯ୍ୟନ୍ତ କୌଣସି ପ୍ରକାର ନ୍ୟାୟ ମିଳିନାହିଁ। ଯାହାକୁ ନେଇ ଶୁକ୍ରବାର ପରିକୁ ନ୍ୟାୟ ଦାବିରେ ବିଜେପିର ବିଧାନସଭା ଘେରାଉ କରାଯାଇଥିଲା । ଅଧିକ ପଢନ୍ତୁ...

ପରି ହତ୍ୟାକାଣ୍ଡ ଘଟଣାରେ ବିଜେପିର ବିଧାନସଭା ଘେରାଉ

ଭୁବନେଶ୍ବର: ପରୀକୁ ନ୍ୟାୟ ଦାବିରେ ବିଜେପିର ବିଧାନସଭା ଘେରାଉ । ନୟାଗଡ଼ର ନିଷ୍ପାପ ଶିଶୁ ପରୀ ହତ୍ୟାକାଣ୍ଡକୁ 3 ମାସରୁ ଉର୍ଦ୍ଧ୍ବ ସମୟ ବିତିଗଲାଣି । କିନ୍ତୁ ତାଙ୍କ ପରିବାର ଲୋକଙ୍କୁ ଏପର୍ଯ୍ୟନ୍ତ କୌଣସି ପ୍ରକାର ନ୍ୟାୟ ମିଳିନାହିଁ।

ଏପରିକି ଏହି ମାମଲାରେ ସମ୍ପୃକ୍ତ ବ୍ୟକ୍ତିମାନେ ଖୁଲମଖୁଲା ବୁଲୁଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ସେମାନଙ୍କ ବିରୁଦ୍ଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ସେହିପରି ଏହି ଘଟଣାରେ ବିଜେଡିର ବରିଷ୍ଠ ନେତା ତଥା କୃଷି ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ତାଙ୍କ ପରିବାର ଅଭିଯୋଗ ମଧ୍ୟ କରିଛନ୍ତି।

ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବାରୁ ପୋଲିସ କୌଣସି ପଦକ୍ଷେପ ନେଉ ନଥିବା ପରିବାର ଲୋକ ଅଭିଯୋଗ କରୁଥିବା ବେଳେ ଏହାକୁ ନେଇ ରାଜ୍ୟ ବିଜେପି ପକ୍ଷରୁ ବିଧାନସଭା ଘେରାଉ କରାଯାଇଛି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.