ETV Bharat / city

Municipal Election: BJP 50% ପୌରାଞ୍ଚଳ ଦଖଲ କରିବ: ବିଜେପି ମୁଖପାତ୍ର - ବିଜେପି ମୁଖପାତ୍ର ସୁରଥ ବିଶ୍ବାଳଙ୍କ ବଡ ଦାବି

ପୌର ନିର୍ବାଚନ ନେଇ ପ୍ରଚାର ଶେଷ ହୋଇଛି । 24 ରେ ନିର୍ବାଚନ ହୋଇ 26 ରେ ଫଳ ବାହାରିବ । ଦଳର ବିଜୟ ନେଇ ଆକଳନ କରିଛି ବିଜେପି । 50 ପ୍ରତିଶତରୁ ଅଧିକ ପୌରାଞ୍ଚଳ ଦଖଲ କରିବ ବୋଲି ବିଜେପି କହିଛି । ଅଧିକ ପଢନ୍ତୁ

ବିଜେପି ମୁଖପାତ୍ର
ବିଜେପି ମୁଖପାତ୍ର
author img

By

Published : Mar 22, 2022, 9:33 PM IST

ଭୁବନେଶ୍ବର: ପୌର ନିର୍ବାଚନ ନେଇ ପ୍ରଚାର ଶେଷ ହୋଇଛି । 24 ରେ ନିର୍ବାଚନ ହୋଇ 26ରେ ଫଳ ବାହାରିବ । ଦଳର ବିଜୟ ନେଇ ଆକଳନ କରିଛି ବିଜେପି । 50 ପ୍ରତିଶତରୁ ଅଧିକ ପୌରାଞ୍ଚଳ ଦଖଲ କରିବ ବୋଲି ବିଜେପି କହିଛି ।

BJP 50 ପ୍ରତିଶତ ପୌରାଞ୍ଚଳ ଦଖଲ କରିବ: ବିଜେପି ମୁଖପାତ୍ର

ବିଜେପି ମୁଖପାତ୍ର ସୁରଥ ବିଶ୍ବାଳ କହିଛନ୍ତି ଯେ, ଗତ ପଞ୍ଚାୟତ ଓ ବିଗତ ନିର୍ବାଚନ ଅପେକ୍ଷା ପୌର ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ । ସହରାଞ୍ଚଳରେ ମୋଦି ଓ ବିଜେପିର ଜନ ସମର୍ଥନ ରହିଛି । ବିଭିନ୍ନ ସର୍ଭେରୁ ଏହା ଜଣାପଡିଛି । ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ଏହି ସମର୍ଥନ ବହୁତ ଅଧିକ ରହିଛି । ଏକଥା ଜାଣି ରାଜ୍ୟ ସରକାର ପୌର ନିର୍ବାଚନ ଘୁଞ୍ଚାଇ ଚାଲିଥିଲେ । ଏଠାରେ ଶିକ୍ଷିତ ଓ ବୁଦ୍ଧିଜୀବୀ ଭୋଟରଙ୍କ ସଂଖ୍ୟା ଅଧିକ ।

ଏମାନଙ୍କୁ କେହି ପ୍ରଭାବିତ କରିପାରିବେ ନାହିଁ । ସେହି ଅନୁସାରେ ବିଜେପିର ଫଳାଫଳ ଆଶାନୁରୂପ ହେବ । ତେଣୁ ଦଳର ଆଶା ବିଜେପି ସଫଳତା 50 ପ୍ରତିଶତରୁ ଅଧିକ ହେବ ବୋଲି କହିଛନ୍ତି ଦଳର ମୁଖପାତ୍ର ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.