ETV Bharat / city

OBC Reservation Issue: OBCଙ୍କ ସାମ୍ବିଧାନିକ ଅଧିକାର ଅଛି କହିଲା BJP

author img

By

Published : Dec 27, 2021, 10:54 PM IST

ଓବିସି ବର୍ଗଙ୍କୁ ପଞ୍ଚାୟତ ଓ ପୌର ନିର୍ବାଚନ ସଂରକ୍ଷଣ ପ୍ରସଙ୍ଗ (OBC Reservation issue) କୋର୍ଟର ଆଦେଶ ପରେ ରାଜ୍ୟ ରାଜନୀତିରେ OBC ବର୍ଗ ଙ୍କୁ ନେଇ ଏକ ବିତର୍କ ଆରମ୍ଭ ହୋଇଯାଇଛି । ପ୍ରତିକ୍ରିୟା ରଖିଲା ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଳ । ଅଧିକ ପଢନ୍ତୁ

OBC Reservation issue: ଓବିସିଙ୍କ ସାମ୍ବିଧାନିକ ଅଧିକାର ଅଛି କହିଲା ବିଜେପି

ପୁରୀ: ଓବିସି ବର୍ଗଙ୍କୁ ପଞ୍ଚାୟତ ଓ ପୌର ନିର୍ବାଚନ ସଂରକ୍ଷଣ ପ୍ରସଙ୍ଗ (OBC Reservation issue) । ଓବିସି ବର୍ଗଙ୍କୁ ପଞ୍ଚାୟତ ଓ ପୌର ନିର୍ବାଚନ ସଂରକ୍ଷଣ ପ୍ରସଙ୍ଗ କୋର୍ଟର ଆଦେଶ ପରେ ରାଜ୍ୟ ରାଜନୀତିରେ OBC ବର୍ଗ ଙ୍କୁ ନେଇ ଏକ ବିତର୍କ ଆରମ୍ଭ ହୋଇଯାଇଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଳ।

ରାଜ୍ୟର ଓବିସି ପ୍ରସଙ୍ଗକୁ ନେଇ ବରିଷ୍ଠ ନେତା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଏକ ସାମ୍ୱାଦିକ ସମ୍ମିଳନୀ କରିଛନ୍ତି। ଏହାକୁ ନେଇ ପ୍ରତିକ୍ରିୟାରେ ବିଜେପି କହିଛି ଶ୍ରୀକାନ୍ତ ଜେନା ଓବିସି ମାନଙ୍କ ପାଇଁ ଲଢେଇ କରିଛନ୍ତି। ମଧ୍ୟପ୍ରଦେଶର ଓ ମହାରାଷ୍ଟ୍ର ସରକାର ଯେମିତି କୋର୍ଟକୁ ଗଲେ ଓଡିଶା ମଧ୍ୟ ଯିବା ଦରକାର।

ମୁଁ ତାଙ୍କ କଥାରେ ସହମତ ବୋଲି କହିଛନ୍ତି ବିଜେପି ଓବିସି ମୋର୍ଚାର ସଭାପତି ସୁରଥ ବିଶ୍ଵାଳ କହିଛନ୍ତି। ରାଜ୍ୟ ସରକାର କାହିଁକି ରିଭ୍ୟୁ ପିଟିସନ ଦାୟର କଲେନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଏହି କଥାରେ ରାଜନୈତିକ ଦଳ ସହିତ ସାମାଜିକ ସଂଗଠନ ବି ଏକମତ ଅଛନ୍ତି। ଏହା ଏକ ସାମାଜିକ ପ୍ରସଙ୍ଗ। ଓବିସି ମାନଙ୍କରେ ଏକ ସାମ୍ବିଧାନିକ ଅଧିକାର ଅଛି ବୋଲି କହିଛନ୍ତି।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.