ETV Bharat / city

ବିଧାନସଭାରେ ବିଜେପି ବିଧାୟକଙ୍କ ଅଭିନବ ପ୍ରତିବାଦ - ବିଧାନସଭାରେ ବିଜେପି ପ୍ରତିବାଦ

ଦୁଇଦିନ ଧରି ସ୍ମିତାରଣୀ ମୃତ୍ୟୁ ଘଟଣାରେ ସ୍ବତନ୍ତ୍ର ଆଲୋଚନାର ଦାବି କରି ପ୍ରଶ୍ନକାଳ ଅଚଳ କରିବା ପରେ ଶୁକ୍ରବାର ବିଜେପି ବିଧାୟକ ମୁହଁରେ କଳା ପଟି ଓ ବେକରେ କଳା ଗାମୁଛା ପକାଇ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି।

ବିଧାନସଭାରେ ବିଜେପି ବିଧାୟକଙ୍କ ଅଭିନବ ପ୍ରତିବାଦ
author img

By

Published : Nov 15, 2019, 11:26 AM IST

ଭୁବନେଶ୍ବର: ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲାକୁ ନେଇ ପାଟିରେ କଳାପଟି ବାନ୍ଧି ପ୍ରତିବାଦ କରୁଛି ବିଜେପି । ଦୁଇଦିନ ଧରି ସ୍ମିତାରଣୀ ମୃତ୍ୟୁ ଘଟଣାରେ ସ୍ବତନ୍ତ୍ର ଆଲୋଚନାର ଦାବି କରି ପ୍ରଶ୍ନକାଳ ଅଚଳ କରିବା ପରେ ଶୁକ୍ରବାର ବିଜେପି ବିଧାୟକ ମୁହଁରେ କଳା ପଟି ଓ ବେକରେ କଳା ଗାମୁଛା ପକାଇ ପ୍ରତିବାଦ କରିଥିବା ଦେଖିବାକୁ ମିଳିଥିଲା ।

ତେବେ ପ୍ରଶ୍ନକାଳ ଆରମ୍ଭରୁ ବିଜେପି ବିଧାୟକ ମୌନ ପ୍ରତିବାଦ ସ୍ବରୂପ ଏଭଳି ପ୍ରତିବାଦ କରିଥିଲେ। ବାଚସ୍ପତିଙ୍କ ଅନୁରୋଧ ପରେ ସେମାନେ ନିଜ ଆସନରେ ବସି ମୁହଁରୁ କଳା ପଟି ହଟାଇ ଦେଇଥିଲେ । ହେଲେ ବେକାରୁ କଳା ଗାମୁଛା ଓହ୍ଲାଇ ନଥିବା ଦେଖିବାକୁ ମିଳିଥିଲା। ଏହାସହ ବାଚସ୍ପତି ବିଜେପି ବିଧାୟକଙ୍କୁ ପ୍ରଶ୍ନକାଳରେ ଭାଗ ନେବାକୁ ଅନୁରୋଧ କରିଥିଲେ। ବିଧାନସଭା ଆରମ୍ଭ ହେବା ପୂର୍ବରୁ କଳାପଟି ବାନ୍ଧି ପ୍ରତିବାଦ କରିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲା ।

ବିଧାନସଭାରେ ବିଜେପି ବିଧାୟକଙ୍କ ଅଭିନବ ପ୍ରତିବାଦ

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ମୃତ ସ୍ମିତାରାଣୀ ବିଶ୍ବାଳଙ୍କ ନ୍ୟାୟ ଦାବିରେ ବିଜେପି ବିଧାୟକ ଦଳର ବୈଠକ ।ଆଗାମୀ ଦିନରେ ବିଧାନସଭା ରେ ମୁହଁ ରେ କଳାପଟି ବାନ୍ଧି ପ୍ରତିବାଦ କରିବୁ ।ଆମେ ଗୃହ ଭିତରେ କିଛି କହିବୁ ନାହିଁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ।ଏହା ସହ
ବିଧାନସଭାରେ ଦଳ ର ଅସହଯୋଗ ନେଇ ବିଜେପି ର ସୂଚନା ।, Body:ଆମକୁ ବାଚସ୍ପତି ଉପେକ୍ଷା କରୁଛନ୍ତି, ସ୍ମିତାରାଣୀ ପ୍ରସଙ୍ଗ ଗୃହରେ ଉଠାଇବା ଭୁଲ କି ବୋଲି ପ୍ରଦୀପ୍ତ ନାୟକ ପ୍ରଶ୍ନ ପଚାରିଛନ୍ତି ।ଏହା ସହ ଏହି ଆନ୍ଦୋଳନ କୁ ଗାଁ ଗଁ କୁ ନିଆଯିବା ବୋଲି କହିଛନ୍ତି ବିରୋଧୀ ଦଳ ନେତା ।
ଏହା ସହ ସ୍ମିତାରାଣୀ ମାମଲାରେ ସିବିଆଇ
ତଦନ୍ତ ସହ ୩୦୨ରେ ମାମଲା ରୁଜ୍ ହେଉ,ସିବିଆଇ ତଦନ୍ତ ହେଲେ ଘଟଣାର ସତ୍ୟାସତ୍ୟ ସାମନା କୁ ଆସିବ ।ଘଟଣା ଘଟିଲା କେମିତି କେଉଁ ପରିସ୍ଥିତିରେ ଘଟିଲା ତାହା ପଦାକୁ ଆସିବ ବୋଲି କହିଛନ୍ତି ପ୍ରଦୀପ ନାୟକ ।

Conclusion:ଘଟଣାକୁ ନେଇ ଗୃହରେ ଅମକଥା ଶୁଣା ଯାଉନାହିଁ । ସ୍ମିତାରଣୀ ବିଶ୍ୱାଳ ଘଟଣାର ସତ୍ୟାସତ୍ୟ ଉନ୍ମୋଚନ ନ କରିବା ପର୍ଯ୍ୟନ୍ତ ଗୃହକୁ ଅଚଳ କରିବା ପାଇଁ ବଜେପି ନିଷ୍ପତି ନେଇଥିବା ବେଳେ ଏହାକୁ ଉପସ୍ଥାପନା କରିବା ଘଟଣାରେ ବାଚସ୍ପତି ବଜେପି ଦଳକୁ ଉପେକ୍ଷା କରିଛନ୍ତି। କଂଗ୍ରେସ ସହ ଶାସକ ଦଳ ଶାଣ୍ଠଗାଁଠ କରି ଆମ ପ୍ରସଙ୍ଗକୁ ଦବେଇବା ପାଇଁ ଉଦ୍ୟମ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.