ETV Bharat / city

ଆବାସ ଘୋଟାଲାକୁ ନେଇ ବିଜେପିର ରଣହୁଙ୍କାର - ବିଜେପି ଧାରଣା

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରାୟ 1 ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ କରିଛି ବିଜେପି । ଆଉ ଏହାକୁ ବିରୋଧ କରି ରାଜ୍ୟବ୍ୟାପୀ ବ୍ଲକ ଅଫିସ ଘେରାଉ କରୁଛି ଦଳ । ଅଧିକ ପଢନ୍ତୁ...

ଆବାସ ଘୋଟାଲାକୁ ନେଇ ବିଜେପିର ରଣହୁଙ୍କାର
ଆବାସ ଘୋଟାଲାକୁ ନେଇ ବିଜେପିର ରଣହୁଙ୍କାର
author img

By

Published : Jul 8, 2021, 1:48 PM IST

ଭୁବନେଶ୍ବର: ଆବାସ ଘୋଟାଲାକୁ ନେଇ ବିଜେପିର ରଣହୁଙ୍କାର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରାୟ 1 ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ କରିଛି ବିଜେପି । ଆଉ ଏହାକୁ ବିରୋଧ କରି ରାଜ୍ୟବ୍ୟାପୀ ବ୍ଲକ ଅଫିସ ଘେରାଉ କରୁଛି ଦଳ । ଗୁରୁବାର ଭୁବନେଶ୍ବର ଜିଲ୍ଲା ବିଜେପି ପକ୍ଷରୁ ଭୁବନେଶ୍ବର ବ୍ଲକ ଅଫିସ ଆଗରେ ଜୋରଦାର ପ୍ରତିବାଦ କରାଯାଇଛି ।

ଆବାସ ଘୋଟାଲାକୁ ନେଇ ବିଜେପିର ରଣହୁଙ୍କାର

ଦଳୀୟ ଭିତ୍ତିରେ ପକ୍କାଘର ବଣ୍ଟନ ସହ ଅଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯାଉଛି ବୋଲି ଅଭିଯୋଗ କରିଛି ଦଳ । ତେଣୁ ସ୍ବତନ୍ତ୍ର ଏଜେନ୍ସି ଦ୍ଵାରା ତଦନ୍ତ ଏବଂ ହିତାଧିକାରୀ ଚୟନରେ ସ୍ଵଚ୍ଚତା ଦାବି କରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର ଦେଇଛି ଦଳ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.