ETV Bharat / city

ସଚେତନ କରିବ ବିଜେପିର 'ଗାନ୍ଧୀ ସଂକଳ୍ପ ପଦଯାତ୍ରା'

author img

By

Published : Sep 29, 2019, 3:21 PM IST

Updated : Sep 30, 2019, 7:46 AM IST

ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବ ବିଜେପିର ଗାନ୍ଧୀ ସଂକଳ୍ପ ପଦଯାତ୍ରା । କଟକ ତେଲେଙ୍ଗାନା ସ୍ଥିତ ଗାନ୍ଧୀ ସ୍ମୃତି ପୀଠରୁ ଆରମ୍ଭ ଏହି ପଦଯାତ୍ରା ଲୋକଙ୍କ ନିକଟରେ ଗାନ୍ଧୀଙ୍କ ବାର୍ତ୍ତା ପହଞ୍ଚାଇବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଗାନ୍ଧୀ ଜୟନ୍ତୀ ଆରମ୍ଭ ହେବ ବିଜେପିର ଗାନ୍ଧୀ ସଂକଳ୍ପ ପଦଯାତ୍ରା । କଟକ ତେଲେଙ୍ଗାନା ସ୍ଥିତ ଗାନ୍ଧୀ ସ୍ମୃତି ପୀଠରୁ ଆରମ୍ଭ ହେବ ଏହି ପଦଯାତ୍ରା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପଦଯାତ୍ରାର ଶୁଭାରମ୍ଭ କରିବେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଅକ୍ଟୋବର 2 ତାରିଖରୁ 25 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଗାନ୍ଧୀ ସଂକଳ୍ପ ପଦଯାତ୍ରା ଗୋଟିଏ ଦିନ ହୋଇ ବନ୍ଦ ହେବ । ଦଶହରା ପାଇଁ ଏହି କାର୍ଯ୍ୟକ୍ରମକୁ ବନ୍ଦ ପରେ ପରେ 11ରୁ 24 ତାରିଖ ପର୍ଯ୍ୟନ୍ତ ଏହି ପଦଯାତ୍ରା ଚାଲିବ । ଏହି ପଦଯାତ୍ରାରେ ଦିନକୁ 10 କିମି ଚାଲିବା ସହ ପଦଯାତ୍ରା ମାଧ୍ୟମରେ ଲୋକଙ୍କ ନିକଟରେ ଗାନ୍ଧୀଙ୍କ ବାର୍ତ୍ତା ପହଞ୍ଚାଇବେ ବିଜେପି ନେତୃବୃନ୍ଦ । ସ୍ଵଚ୍ଛତା, ଜଳ ସଂରକ୍ଷଣ, ସିଙ୍ଗିଲ ୟୁଜ ପ୍ଲାଷ୍ଟିକକୁ ନେଇ ସଚେତନ କରାଯିବ । ଦିନକୁ ୧୦ କିଲୋମିଟର ପଦଯାତ୍ରା କରିବା ସହ ୧୫ ଦିନରେ ୧୫୦ କିଲୋମିଟର ପଦଯାତ୍ରା କରିବାର ଲକ୍ଷ୍ୟ ରଖିଛି ବିଜେପି । ଏନେଇ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଗଣମାଧ୍ୟମରେ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ଗାନ୍ଧୀ ଜୟନ୍ତୀରୁ ବିଜେପିର ଗାନ୍ଧୀ ସଂକଲ୍ପ ପଦଯାତ୍ରା ।

ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତୀ ଅବସରରେ ବିଜେପିର ଗାନ୍ଧୀ ସଂକଲ୍ପ ଯାତ୍ରା କରିବ। କଟକ ସ୍ଥିତ ଗାନ୍ଧୀ ସ୍ମୃତି ପୀଠରୁ ଆରମ୍ଭ ହେବ ପଦ ଯାତ୍ରା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିବେ ଶୁଭାରମ୍ଭ। ଅକ୍ଟୋବର ୨ ତାରିଖ ରୁ ୨୫ ତାରିଖ ପର୍ଯ୍ୟନ୍ତ ପଦ ଯାତ୍ରା ଚାଲିବ। ଦିନକୁ ୧୦ କିଲୋମିଟର ପଦଯାତ୍ରା କରାଯିବ।

Body:
ଅକ୍ଟୋବର ୨ ରୁ ପଦଯାତ୍ରା ଆରମ୍ଭ କରିବ ବିଜେପି। ଲୋକମାନଙ୍କ ନିକଟରେ ଗାନ୍ଧୀଙ୍କ ବାର୍ତ୍ତା ପହଞ୍ଚାଇବ ବିଜେପି ନେତୃତ୍ୱବୃନ୍ଦ। ସ୍ଵଛତା, ଜଳ ସଂରକ୍ଷଣ, ସିଙ୍ଗିଲ ୟୁଜ ପ୍ଲାଷ୍ଟିକକୁ ନେଇ ସଚେତନ କରିବ ବିଜେପି। ଅକ୍ଟୋବର ରେ ପାର୍ବଣ ଋତୁ ଥିବାରୁ ୧୧ ରୁ ୨୪ ପର୍ଯ୍ୟନ୍ତ ଚାଲିବ ପଦ ଯାତ୍ରା। ଏହି ପଦଯାତ୍ରା କଟକ ତେଲେଙ୍ଗାପେଣ୍ଠ ଗାନ୍ଧୀ ସ୍ମୃତି ପୀଠରୁ ପଦଯାତ୍ରା ଆରମ୍ଭ କରିବ ବିଜେପି। ଦିନକୁ ୧୦ କିଲୋମିଟର ପଦଯାତ୍ରା କରିବା ସହ ୧୫ ଦିନ ରେ ୧୫୦ କିଲୋମିଟର ପଦଯାତ୍ରା କରିବାର ଲକ୍ଷ ରଖିଛି ବିଜେପି।
ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଜଗଣମଧ୍ୟମକ କୁ ସୂଚନା ଦେଇଛନ୍ତି।

Byte-ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ।

Conclusion:
Last Updated : Sep 30, 2019, 7:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.