ETV Bharat / city

ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଲେ ଓଡିଶାର ବିଜେପି ସାଂସଦ

author img

By

Published : Jul 23, 2022, 8:38 PM IST

Updated : Jul 23, 2022, 8:48 PM IST

ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସାକ୍ଷାତ କରି ଶୁଭେଛା ଜଣାଇଲେ ଓଡିଶାର ବିଜେପି ସାଂସଦଗଣ । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ଓଡିଶାର ବିଜେପି ସାଂସଦଗଣ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ନିର୍ବାଚନରେ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ

ସାଂସଦ
ସାଂସଦ

ଭୁବନେଶ୍ବର: ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସାକ୍ଷାତ କରି ଶୁଭେଚ୍ଛା ଜଣାଇଲେ ଓଡିଶାର ବିଜେପି ସାଂସଦଗଣ । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ଓଡିଶାର ବିଜେପି ସାଂସଦଗଣ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ନିର୍ବାଚନରେ ବିଜୟ ପାଇଁ ଶୁଭେଛା ଜଣାଇଛନ୍ତି ।

  • In association with my esteeemed Parliament colleagues from @BJP4Odisha I called on our Madam Draupadi Murmu today again.I apprised her about the need to include certain tribal communities of Odisha in the Central Govt ST list.
    We conveyed our best wishes & solicited her support. pic.twitter.com/7YAnmXJFy4

    — Aparajita Sarangi, Member of Parliament (@AprajitaSarangi) July 23, 2022 " class="align-text-top noRightClick twitterSection" data=" ">
  • ଓଡ଼ିଶା ମାଟିର ଗର୍ବ ଓ ଗୌରବ, ଓଡ଼ିଆ ର ଝିଅ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଭାରତବର୍ଷ ର ୧୫ତମ ତଥା ପ୍ରଥମ ଜନଜାତି ମହିଳା ଏବଂ ପ୍ରଥମ ଓଡିଆ ଭାବରେ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବାରୁ ଓଡିଶା ର ସମସ୍ତ ବିଜେପି ସଂସଦ ମିଶି ତାଙ୍କୁ ସମ୍ବଲପୁରୀ ଉପଠୌକନ ଦେଇ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲୁ I#DropadiMurmu #PresidentialElections pic.twitter.com/WxbJMg0C1b

    — Suresh Pujari (@sureshkpujari) July 23, 2022 " class="align-text-top noRightClick twitterSection" data=" ">

ଓଡିଶାର କେନ୍ଦ୍ରମନ୍ତ୍ରୀ ଓ ବିଜେପି ସାଂସଦମାନେ ଆଜି ନୂଆଦିଲ୍ଲୀ ସ୍ଥିତ ବାସଭବନରେ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡ଼ୁ, ପୂର୍ବତନ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ, ରାଜ୍ୟସଭା ସାଂସଦ ସୋନାଲ ମାନସିଂହ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବରଗଡ଼ ସାଂସଦ ସୁରେଶ ପୂଜାରୀ, ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ ପ୍ରମୁଖ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇବା ସହ ଆଲୋଚନା କରିଥିଲେ ।

  • Today along with the @BJP4Odisha Ministers and MP's met President-Elect Smt Droupadi Murmu ji. She received us with her usual humble and loving demeanor. We discussed various issues with her and received her invaluable inputs. Her humility & resilience is exemplary. pic.twitter.com/zz4As4kb6K

    — Sangeeta Kumari Singh Deo (@sksingh_deo) July 23, 2022 " class="align-text-top noRightClick twitterSection" data=" ">

ଏହି ଅବସରରେ ସାଂସଦ ବସନ୍ତ ପଣ୍ଡା କହିଛନ୍ତି ଯେ, ଓଡ଼ିଶାର ପୁର ପଲ୍ଲୀ ଠାରୁ ଆରମ୍ଭ କରି ଦେଶରେ ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ନେଇ ଆନନ୍ଦ ଓ ଉଲ୍ଲାସର ଲହରୀ ଖେଳିଯାଇଛି । ମୁର୍ମୁ ସାଧାରଣ ନାଗରିକରୁ ଦେଶର ପ୍ରଥମ ନାଗରିକ ହେବାକୁ ଯାଉଛନ୍ତି । ଏହା ଆମ ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବର ବିଷୟ । ସ୍ୱାଧୀନତା 75 ବର୍ଷ ଅବସରରେ ଦେଶ ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ କରିବା ବଡ କଥା ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 23, 2022, 8:48 PM IST

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.