ETV Bharat / city

ତାତିବ ବିଧାନସଭା ଶୀତ ଅଧିବେଶନ, ବର୍ଷିବ ବିଜେପି

author img

By

Published : Nov 11, 2019, 7:41 PM IST

ଆସନ୍ତା ନଭେମ୍ବର 13ରୁ ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ । ଏହି ଅଧିବେଶନରେ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବ ବିଜେପି । ଏଥିପାଇଁ ଦଳ ପକ୍ଷରୁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଆସନ୍ତା ନଭେମ୍ବର 13ରୁ ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ । ଏହି ଅଧିବେଶନରେ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବ ବିଜେପି । ଏନେଇ ଦଳ ପକ୍ଷରୁ ବୈଠକ କରି ଆଲୋଚନା କରିଛନ୍ତି ଦଳର ବିଧାୟକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବୈଠକ ଶେଷ ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ନିଜ ପ୍ରତିକ୍ରୟା ଦେଇଛନ୍ତି । ଅଧିବେଶନରେ ସ୍ମିତାରାଣୀ ମୃତ୍ୟୁ, ନାରୀ ସୁରକ୍ଷା, PMAY ଦୁର୍ନୀତି ମୁଖ୍ୟ ପ୍ରସଙ୍ଗ ହେବା ସହ ଫନି ସହାୟତାରେ ହେରଫେର, ବୁଲବୁଲ କ୍ଷତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାଟମାରଣା ଓ ଅନ୍ୟାନ୍ୟ ପ୍ରସଙ୍ଗ ଉଠିବ । ଯାହାର ସମ୍ପୂର୍ଣ୍ଣ ବିବରଣୀ 13ରେ ନିଆଯିବ ।

ସୂଚନାନୁସାରେ, ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଟିଏନ ଶେଷନଙ୍କ ଶୋକସଭାରୁ ଆରମ୍ଭ ହୋଇଥିଲା ବିଜେପିର ଦଳୀୟ ବୈଠକ । ଏହି ବୈଠକରେ ଅନେକ ବିଧାୟକ ଉପସ୍ଥିତ ନଥିବାରୁ ପୂର୍ଣ୍ଣାଙ୍ଗ ବିଧାୟକ ଦଳ ବୈଠକ 13 ତାରିଖରେ ବସିବ । କେଉଁ କେଉଁ ପ୍ରସଙ୍ଗରେ ବିଧାନସଭାରେ ଆଲେଚନା ହେବ ସେ ନେଇ ସମ୍ପୂର୍ଣ୍ଣ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ବିଧାନସଭା ଶୀତ ଅଧିବେଶନରେ ସରକାରଙ୍କୁ ଘେରିବ ବିଜେପି। ଏନେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଦଳର ବିଧାୟକ। ବୈଠକ ପରେ
ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ହେଲେ ନାରୀ ସୁରକ୍ଷା, ସ୍ମିତାରଣୀ ମୃତ୍ୟରେ ସ୍ବତନ୍ତ୍ର ଆଲୋଚନା ଦାବି ହେବ। ଫାନି, ବୁଲବୁଲ କ୍ଷତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାଟମାରଣା ଓ ଅନ୍ୟାନ୍ୟ ପ୍ରସଙ୍ଗ ଉଠିବ ଯାହାର ସମ୍ପୂର୍ଣ୍ଣ ବିବରଣୀ 13 ତାରିଖରେ ନିଆଯିବ।
ଟି ଏନ ସେସନ ଶୋକସଭାରୁ ଆରମ୍ଭ ହେଲା ବୈଠକ।
ଅନେକ ବିଧାୟକ ନ ପହଂଚି ପାରିବାରୁ ପୂର୍ଣ୍ଣାଙ୍ଗ ବିଧାୟକ ଦଳ ବୈଠକ 13 ତାରିଖ ରେ ବସିବ। ସେହି ଦିନ ସମ୍ପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ଵିଧାନସଭାରେ କଣ ସବୁ ପ୍ରସଙ୍ଗ ଉଠିବ।
Body:ମୋହନ ମାଝୀ , ବିରୋଧୀ ଦଳର ମୁଖ୍ୟ ସଚେତକ Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.