ETV Bharat / city

ସାଂସଦ ଅପରାଜିତାଙ୍କୁ ଟାର୍ଗେଟ କଲେ ବିଜେପି ନେତ୍ରୀ - ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଟାର୍ଗେଟ କଲେ ବିଜେପି ନେତ୍ରୀ

ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପୁରୀ ଗସ୍ତକୁ ନେଇ ରାଜନୀତି ତେଜିବାରେ ଲାଗିଛି । ବିଜେପି ମୁଖପାତ୍ର ସୋନାଲୀ ସାହୁ କାହାରି ନାଁ, ନନେଇଥିଲେ ମଧ୍ୟ ପରୋକ୍ଷରେ ଅପରାଜିତାଙ୍କୁ ଟାର୍ଗେଟ କରିଛନ୍ତି । ଅଧିକ ପଢନ୍ତୁ

ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଟାର୍ଗେଟ କଲେ ବିଜେପି ନେତ୍ରୀ

author img

By

Published : Apr 28, 2022, 10:58 PM IST

ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପୁରୀ ଗସ୍ତକୁ ନେଇ ରାଜନୀତି ତେଜିବାରେ ଲାଗିଛି । ବିଜେପି ମୁଖପାତ୍ର ସୋନାଲୀ ସାହୁ କାହାରି ନାଁ, ନ ନେଇଥିଲେ ମଧ୍ୟ ପରୋକ୍ଷରେ ଅପରାଜିତାଙ୍କୁ ଟାର୍ଗେଟ କରିଛନ୍ତି ।

ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଟାର୍ଗେଟ କଲେ ବିଜେପି ନେତ୍ରୀ

ସେ ସୋସିଆଲ ମିଡିଆ ଫେସବୁକରେ ଲେଖିଛନ୍ତି, ଧର୍ମେନ୍ଦ୍ର ପ୍ରଧାନ ଓଡିଶାବାସୀଙ୍କ ସହ ଅଛନ୍ତି । ଏକ ସୁସ୍ଥ ଓଡିଶା ଗଠନ କରିବା ଆମର ଲକ୍ଷ୍ୟ । କିନ୍ତୁ କିଛି କୁଚକ୍ରୀ ଏହା ବିରୋଧରେ ଯିବାକୁ ଚେଷ୍ଟା କରୁଛନ୍ତି । ମହାପ୍ରଭୁ ଜଗନ୍ନାଥ ପ୍ରତିଟି ଓଡିଆଙ୍କ ହୃଦୟରେ ଅଛନ୍ତି । ମୋ ହୃଦୟରେ ଅଛନ୍ତି । ତେଣୁ ଏକଥା ଆମକୁ କେହି ଅଣଓଡିଆ ବୁଝାଇବା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ସୋନାଲି ସାହୁ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.