ETV Bharat / city

ସାମ୍ବିଧାନିକ ପଦ୍ଧତିରେ ନିର୍ବାଚନ ହେବା ଦରକାର: ସୋନାଲି ସାହୁ - ନିର୍ବାଚନକୁ ନେଇ ବିଜେପିର ପ୍ରତିକ୍ରିୟା

ସାମ୍ବିଧାନିକ ପଦ୍ଧତିରେ ନିର୍ବାଚନ ହେବା ଦରକାର ବୋଲି କହିଛନ୍ତି ବିଜେପି ମୁଖପାତ୍ର ସୋନାଲି ସାହୁ । ଅଧିକ ପଢନ୍ତୁ

ସାମ୍ବିଧାନିକ ପଦ୍ଧତିରେ ନିର୍ବାଚନ ହେବା ଦରକାର: BJP

author img

By

Published : Jan 6, 2022, 9:32 PM IST

ଭୁବନେଶ୍ବର: ସାମ୍ବିଧାନିକ ପଦ୍ଧତିରେ ନିର୍ବାଚନ ହେବା ଦରକାର ବୋଲି କହିଛନ୍ତି ବିଜେପି ମୁଖପାତ୍ର ସୋନାଲି ସାହୁ । ସେ କହିଛନ୍ତି, ବିଜେପି ଚାହୁଁଛି ନିର୍ବାଚନ ହେଉ, ଯଦି ନିର୍ବାଚନ ନହେବ ଲୋକପ୍ରତିନିଧିଙ୍କୁ ଚୟନ ନକରିବେ ଲୋକମାନଙ୍କ ଯେଉଁ ଆଞ୍ଚଳିକ ସମସ୍ୟା ଅଛି ତାହା ସମାଧାନ ହୋଇପାରିବ ନାହିଁ । ଯଦିଓ କରୋନାର ତୃତୀୟ ଲହର ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଏହାକୁ ନେଇ ବିଜେପି ପ୍ରସ୍ତୁତ ଅଛି ବୋଲି କହିଛନ୍ତି ସୋନାଲି ।

ନିର୍ବାଚନ କମିଶନ ଯେଉଁ ନିୟମ କରିବେ ତାହାକୁ ମାନି ନିର୍ବାଚନ ହେବା ଦରକାର ବୋଲି ସୋନାଲି କହିଛନ୍ତି । ଆଗରୁ ଏହି କୋରନା ସମୟରେ ଉପନିର୍ବାଚନ ହୋଇଛି । ଯେହେତୁ ଲୋକମାନଙ୍କୁ ସମାବେଶ ନକରି କିଛି ଲୋକମାନଙ୍କୁ ନେଇ ଡୋର ଟୁ ଡୋର ପ୍ରଚାର କରିପାରିବୁ । ଏହାବ୍ୟତୀତ ସୋସିଆଲ ମିଡିଆ ଦ୍ୱାରା ପ୍ରଚାର କରିହେବ ବୋଲି ମଧ୍ୟ ସେ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.