ETV Bharat / city

ନିର୍ବାଚନ ପୂର୍ବରୁ BJD ରକ୍ତମୁଖା ହୋଇପଡିଛି: BJP

author img

By

Published : Jan 25, 2022, 10:37 PM IST

ପଞ୍ଚାୟତ ନିର୍ବାଚନ ଆରମ୍ଭ ନ ହେଉଣୁ ବିଜେଡି ରକ୍ତମୁଖା ହେଇଛି। ଏଭଳି ଅଭିଯୋଗ ଆଣିଲା ବିଜେପି । ଅଧିକ ପଢନ୍ତୁ

BJP
BJP

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ଆରମ୍ଭ ନ ହେଉଣୁ ବିଜେଡି ରକ୍ତମୁଖା ହେଇଛି । ଯେଉଁଠି ବିଜେପିର ପ୍ରାର୍ଥି ମାନେ ନାମାଙ୍କନ ପତ୍ର ଦାଖଲ କରୁଛନ୍ତି ତାଙ୍କୁ ଶାସକ ଦଳ ପକ୍ଷରୁ ମରଣାନ୍ତକ ଆକ୍ରମଣ କରୁଛନ୍ତି । ଏନେଇ ବିଜେପି ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି ଗଞ୍ଜାମ ଚିକିଟି ବିଜେପିର କର୍ମୀଙ୍କୁ ଆକ୍ରମଣ ହୋଇଥିଲା । ଏବେ ଝାରସୁଗୁଡା ଓ ଲାଇକେରା ଜୋନ ୧ ର ବିଜେପି ପ୍ରାର୍ଥି ଓ ମଣ୍ଡଳ ସଭାପତିଙ୍କୁ ବିଜେଡି ପକ୍ଷରୁ ବି ଆକ୍ରମଣ କରାଯାଇଛି ।

ନିର୍ବାଚନ ପୂର୍ବରୁ BJD ରକ୍ତମୁଖା ହୋଇପଡିଛି: BJP

ଏ ନେଇ ପୋଲିସ ପାଖରେ ଏତଲା ଦେବା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ଏନେଇ ଆମେ ରାଜ୍ୟ ନିର୍ବାଚନ କମିଶନଙ୍କର ଦୃଷ୍ଟି ଆକର୍ଷଣ କରିଛୁ ବୋଲି ଲେଖାଶ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.